Jump to content

ମାପ୍ରୋଟିଲିନ

ଉଇକିପିଡ଼ିଆ‌ରୁ
ମାପ୍ରୋଟିଲିନ
Clinical data
Trade namesLudiomil, Maprolu, others
SynonymsMaprotiline hydrochloride; maprotiline methanesulfonate; Ba 34276[][][]
AHFS/Drugs.commonograph
MedlinePlusa682158
Pregnancy
category
    Routes of
    administration
    By mouth, intramuscular, intravenous
    Legal status
    Legal status
    Pharmacokinetic data
    Bioavailability66–70%
    Protein binding88%
    MetabolismLiver
    Onset of action6 hours
    Elimination half-life27–58 hours
    ExcretionUrine (57%) and bile (30%) as glucuronides, 3–4% as unchanged drug
    Identifiers
    • N-Methyl-9,10-ethanoanthracene-9(10H)-propanamine
    ECHA InfoCard100.030.532 Edit this at Wikidata
    Chemical and physical data
    FormulaC20H23N
    Molar mass୨୭୭.୪୧ g·mol−1
    3D model (JSmol)
    • CNCCC[C@@]12C3=CC=CC=C3[C@@H](C4=CC=CC=C14)CC2
    • InChI=1S/C20H23N/c1-21-14-6-12-20-13-11-15(16-7-2-4-9-18(16)20)17-8-3-5-10-19(17)20/h2-5,7-10,15,21H,6,11-14H2,1H3/t15-,20+ ☒N
    • Key:QSLMDECMDJKHMQ-GSXCWMCISA-N ☒N
      (verify)

    ମାପ୍ରୋଟିଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲୁଡିଓମିଲ, ହେଉଛି ଏକ ଔଷଧ ଯାହା ଅବସାଦ, ଉଦବେଗ ଏବଂ ଦ୍ୱିପାକ୍ଷିକ ବ୍ୟାଧି ବା ବାଇପୋଲାର ଡିଜଅର୍ଡର ଇତାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ନିଦ୍ରା, ମୁଣ୍ଡ ବୁଲାଇବା ଏବଂ ଚିନ୍ତା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ରାସ, ବାତ, ବାଇପୋଲାର ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ବା ଆରିଥମିଆ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ଟେଟ୍ରାସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ (TeCA) ।[]

    ୧୯୮୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାପ୍ରୋଟିଲିନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୭୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୫ ଡଲାର ଥିଲା ।[] ଏହା ବିଶ୍ୱବ୍ୟାପୀ ବିଭିନ୍ନ ଦେଶରେ ଉପଲବ୍ଧ ।[]

    1. J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 752–. ISBN 978-1-4757-2085-3.
    2. 1 2 Index Nominum 2000: International Drug Directory. Taylor & Francis. 2000. pp. 630–. ISBN 978-3-88763-075-1.
    3. "Maprotiline - Drugs.com". drugs.com. Archived from the original on 16 August 2017. Retrieved 28 March 2018.
    4. 1 2 3 4 5 6 "Maprotiline Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 14 November 2021.
    5. "Maprotiline (Ludiomil) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 14 November 2021.
    6. "Maprotiline Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 August 2020. Retrieved 14 November 2021.