ମାକ୍ରାନା
ଦେଖଣା
Makrana | |
|---|---|
Urban | |
| Nickname: Sangemarmar Nagari | |
| ଦେଶ | |
| ରାଜ୍ୟ | Rajasthan |
| ଜିଲ୍ଲା | Nagaur |
| Named for | Makran town of Iranian Saltanat |
| Government | |
| • Type | Democratic |
| • Body | Municipal Corporation Board |
| Elevation | 408 m (1,339 ft) |
| Population (2011) | |
| • Total | ୨,୦୩,୯୮୭ |
| ଭାଷା | |
| • ସରକାରୀ | Hindi & English |
| Time zone | UTC+5:30 (IST) |
| PIN | |
| ଯାନବାହାନ ପଞ୍ଚୀକରଣ | RJ-21, RJ-37, |
ମାକ୍ରାନା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ନଗଉର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାକ୍ରାନା ୨୭.୦୪୦୯ ଉତ୍ତର ଅକ୍ଷାଂଶ ଓ ୭୪.୭୨୭୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାକ୍ରାନା ସହରର ମୋଟ ଜନସଂଖ୍ୟା ୮୩୨୮୯ ଅଟେ ।[୨] ସେଥି ମଧ୍ୟରୁ ୫୨.୦୪% ଜଣ ପରୁଷ ହୋଇଥିବା ବେଳେ ୪୭.୯୬% ଜଣ ନାରୀ ଅଟନ୍ତି । ମାକ୍ରାନାର ସାକ୍ଷରତା ହାର ୫୪.୬୪% ଅଟେ । ଏହା ଜାତୀୟ ହାରଠାରୁ ୧୦.୨୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୭% ପ୍ରତିଶତ ପୁରୁଷ ଓ ୨୦.୮୭% ନାରୀ ଅଟନ୍ତି । ୨୦.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ମାକ୍ରାନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.