ମାକେର୍ଲା
ଦେଖଣା
Macherla
మాచెర్ల | |
|---|---|
| ଫାଇଲ:Ethipothala.jpg | |
| Country | India |
| State | Andhra Pradesh |
| District | Guntur |
| Area | |
| • ସମୁଦାୟ | 13.48 km2 (5.20 sq mi) |
| Elevation | 136 m (446 ft) |
| Population | |
| • Total | ୫୭,୨୯୦ |
| • Density | 4,300/km2 (11,000/sq mi) |
| Languages | |
| • Official | Telugu |
| Time zone | UTC+5:30 (IST) |
| PIN | 522426 |
| Telephone code | 08642 |
ମାକେର୍ଲା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାକେର୍ଲା ୧୬.୪୮୩୩ ଉତ୍ତର ଅକ୍ଷାଂଶ ଓ ୭୯.୪୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାକେର୍ଲା ସହରର ମୋଟ ଜନସଂଖ୍ୟା ୪୯୧୧୩ ଅଟେ ।[୪] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ମାକେର୍ଲାର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାରଠାରୁ ୬.୩୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୨% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୨.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ମାକେର୍ଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "District Census Handbook - Guntur" (PDF). Census of India. p. 46. Retrieved 18 January 2015.
- ↑ "Census 2011". The
Registrar General & Census Commissioner, India. Retrieved 25 July 2014.
{{cite web}}: line feed character in|publisher=at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.