ମାଇହାର୍
Appearance
Maihar
मैहर | |
---|---|
City | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Satna |
Elevation | 367 m (1,204 ft) |
Population (2001) | |
• Total | ୪୦,୧୯୨ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
Pin Code | 485771 |
ମାଇହାର୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ସତ୍ନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାଇହାର୍ ୨୪.୨୬୪୫ ଉତ୍ତର ଅକ୍ଷାଂଶ ଓ ୮୦.୭୫୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୨୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଇହାର୍ ସହରର ମୋଟ ଜନସଂଖ୍ୟା ୩୪୩୪୭ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ମାଇହାର୍ର ସାକ୍ଷରତା ହାର ୬୪.୩୪% ଅଟେ । ଏହା ଜାତୀୟ ହାରଠାରୁ ୦.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୧% ପ୍ରତିଶତ ପୁରୁଷ ଓ ୨୬.୯୩% ନାରୀ ଅଟନ୍ତି । ୧୫.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ମାଇହାର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.