ମନୁ ,ତ୍ରିପୁରା
ଦେଖଣା
Manu
Manughat | |
|---|---|
TTADC Village | |
| Country | India |
| State | Tripura |
| District | Dhalai Tripura |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | TR |
| Lok Sabha constituency | Tripura East |
| Website | tripura |
ମାନୁ, ଭାରତୀୟ ରାଜ୍ୟ ତ୍ରିପୁରାର ଧଲାଇ ଜିଲ୍ଲାର ଏକ ଗ୍ରାମ । ଏହା ପୂର୍ବ ତ୍ରିପୁରା ଲୋକ ସଭା ମଣ୍ଡଳୀ ଅଧୀନରେ ରହିଛି ।
ଅବସ୍ଥିତି
[ସମ୍ପାଦନା]ଏହାର ଭୌଗୋଳିକ ଅବସ୍ଥିତିଠାରେ । ଏଠାରେ ଜାତୀୟ ରାଜପଥ 44Aର ସମାପ୍ତି ହେଇଥାଏ । ଅଗରତାଲା ଏଠାରୁ ନିକଟତମ ସହର ।