ମଞ୍ଚେରିଅଲ୍
Mancherial mancherial मनचिरयाला | |
---|---|
ଦେଶ | India |
ରାଜ୍ୟ | Telangana |
ଜିଲ୍ଲା | Adilabad |
କ୍ଷେତ୍ରଫଳ | |
• ମୋଟ | 35 km2 (14 sq mi) |
Elevation | 147 m (482 ft) |
ଜନସଂଖ୍ୟା (2011)[୩] | |
• ମୋଟ | ୮୬,୯୧୧. |
• କ୍ରମାଙ୍କ | 1(in district),8(in telangana) |
• ଘନତା | 2,500/km2 (6,400/sq mi) |
ଭାଷା | |
• ସରକାରୀ | Telugu |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 504 208, 504209 |
ୱେବସାଇଟ | Mancherial Municipality |
ମଞ୍ଚେରିଅଲ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଞ୍ଚେରିଅଲ୍ ସହରର ମୋଟ ଜନସଂଖ୍ୟା ୭୦୨୩୧ ଅଟେ ।[୪] ସେଥି ମଧ୍ୟରୁ ୫୦.୮୧% ଜଣ ପରୁଷ ହୋଇଥିବା ବେଳେ ୪୯.୧୯% ଜଣ ନାରୀ ଅଟନ୍ତି । ମଞ୍ଚେରିଅଲ୍ର ସାକ୍ଷରତା ହାର ୬୪.୭୨% ଅଟେ । ଏହା ଜାତୀୟ ହାରଠାରୁ ୦.୧୨% ପ୍ରତିଶତ କମ ଅଟେ । ସେଥିରୁ ୩୬.୫୩% ପ୍ରତିଶତ ପୁରୁଷ ଓ ୨୮.୧୯% ନାରୀ ଅଟନ୍ତି । ୧୨.୮୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା[ସମ୍ପାଦନା]
ତେଲୁଗୁ ମଞ୍ଚେରିଅଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Basic Information of Municipality". Commissioner & Director of Municipal Administration. Retrieved 5 August 2014.
- ↑ "Elevation for Mancherial". Veloroutes. Retrieved 5 August 2014.
- ↑ "Census 2011". The
Registrar General & Census Commissioner, India. Retrieved 25 July 2014.
{{cite web}}
: line feed character in|publisher=
at position 5 (help) - ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.