ଭୋରାପାକ୍ସର
Clinical data | |
---|---|
Trade names | Zontivity |
Synonyms | SCH-530348 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~100%[୧] |
Protein binding | ≥99% |
Metabolism | Liver (CYP3A4 and CYP2J2) |
Elimination half-life | 5–13 days |
Excretion | Feces (58%), urine (25%) |
Identifiers | |
| |
ECHA InfoCard | 100.116.767 |
Chemical and physical data | |
Formula | C29H33FN2O4 |
Molar mass | ୪୯୨.୫୯ g·mol−1 |
3D model (JSmol) | |
Melting point | 278 °C (532 °F) |
| |
| |
(verify) |
ଭୋରାପାକ୍ସର (ଇଂରାଜୀ ଭାଷାରେ Vorapaxar), ଜୋନାଟିଭିଟି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଥେରୋସ୍କ୍ଲେରୋସିସ ରୋଗୀଙ୍କଠାରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା କମାଇବା ପାଇଁ ବ୍ୟବହୃତ ହୁଏ ।[୨] ତଥାପି ସାମଗ୍ରିକ ଉପକାର ୨୦୨୧ ସୁଦ୍ଧା ଅସ୍ପଷ୍ଟ ରହିଥିଲା ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ଯେପରିକି ଖପୁରୀ ମଧ୍ୟସ୍ଥ ରକ୍ତସ୍ରାବ ମଧ୍ୟ ହୋଇପାରେ ।[୨] ପ୍ରାକୃତିକ ଦ୍ରବ୍ୟ ହିମାବାସିନ୍ ଉପରେ ଆଧାରିତ ଏହା ଏକ ଥ୍ରୋମ୍ବିନ୍ ରିସେପ୍ଟର ( ପ୍ରୋଟିଏଜ-ଆକ୍ଟିଭେଟ୍ ଅଭିଗ୍ରାହକ ବା ରିସେପ୍ଟର, ଭାଗ-୧) ବ୍ଲକର ଅଟେ ।[୩] ଏହା ପ୍ଲାଟେଲେଟ୍ ଏକତ୍ରୀକରଣକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୨]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଭୋରାପାକ୍ସରକୁ ଅନୁମୋଦନ କରାଯାଇଥିଲା ।[୨] ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ୨୦୧୭ରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୭୦ ଡଲାର ଖର୍ଚ୍ଚ ହୋଇଥାଏ [୬]
ଆଧାର
[ସମ୍ପାଦନା]- ↑ "ZONTIVITY™ (vorapaxar) Tablets 2.08 mg, for oral use. Full Prescribing Information" (PDF). Merck & Co., Inc. Initial U.S. Approval: 05/2014. Archived (PDF) from the original on 17 June 2014. Retrieved 17 June 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vorapaxar Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 16 September 2021.
- ↑ Chackalamannil, S; Wang, Y; Greenlee, WJ; Hu, Z; Xia, Y; Ahn, HS; Boykow, G; Hsieh, Y; Palamanda, J (12 June 2008). "Discovery of a novel, orally active himbacine-based thrombin receptor antagonist (SCH 530348) with potent antiplatelet activity". Journal of medicinal chemistry. 51 (11): 3061–4. doi:10.1021/jm800180e. PMID 18447380.
- ↑ "Zontivity". Archived from the original on 28 November 2020. Retrieved 16 September 2021.
- ↑ "Zontivity Withdrawal of the marketing authorisation in the European Union" (PDF). Archived (PDF) from the original on 3 June 2019. Retrieved 16 September 2021.
- ↑ "Zontivity Prices, Coupons & Savings Tips - GoodRx". GoodRx. Archived from the original on 9 August 2016. Retrieved 16 September 2021.