Jump to content

ଭେନେଟୋକ୍ଲାକ୍ସ

ଉଇକିପିଡ଼ିଆ‌ରୁ
ଭେନେଟୋକ୍ଲାକ୍ସ
Clinical data
Trade namesVenclexta, Venclyxto
SynonymsGDC-0199, ABT-199, RG-7601
AHFS/Drugs.commonograph
MedlinePlusa616028
data
Pregnancy
category
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Protein binding>99.9%[]
    MetabolismLiver (CYP3A4, CYP3A5)
    Elimination half-life~26 hours
    ExcretionFeces (>99.9%; 20.8% as unchanged venetoclax)
    Identifiers
    • 4-(4-{[2-(4-Chlorophenyl)-4,4-dimethyl-1-cyclohexen-1-yl]methyl}-1-piperazinyl)-N-({3-nitro-4-[(tetrahydro-2H-pyran-4-ylmethyl)amino]phenyl}sulfonyl)-2-(1H-pyrrolo[2,3-b]pyridin-5-yloxy)benzamide
    ECHA InfoCard100.254.611 Edit this at Wikidata
    Chemical and physical data
    FormulaC45H50ClN7O7S
    Molar mass୮୬୮.୪୫ g·mol−1
    3D model (JSmol)
    • CC1(CCC(=C(C1)c2ccc(cc2)Cl)CN3CCN(CC3)c4ccc(c(c4)Oc5cc6cc[nH]c6nc5)C(=O)NS(=O)(=O)c7ccc(c(c7)[N+](=O)[O-])NCC8CCOCC8)C
    • InChI=1S/C45H50ClN7O7S/c1-45(2)15-11-33(39(26-45)31-3-5-34(46)6-4-31)29-51-17-19-52(20-18-51)35-7-9-38(42(24-35)60-36-23-32-12-16-47-43(32)49-28-36)44(54)50-61(57,58)37-8-10-40(41(25-37)53(55)56)48-27-30-13-21-59-22-14-30/h3-10,12,16,23-25,28,30,48H,11,13-15,17-22,26-27,29H2,1-2H3,(H,47,49)(H,50,54) COPY
    • Key:LQBVNQSMGBZMKD-UHFFFAOYSA-N

    ଭେନେଟୋକ୍ଲାକ୍ସ, ବେପାର ନାମ ଭେନେକ୍ଲେକ୍ସଟାଭେଙ୍କ୍ଲିକ୍ସଟୋ, ହେଉଛି ଏକ ଔଷଧ ଯାହା କ୍ରୋନିକ୍ ଲିମ୍ଫୋସାଇଟିକ ଲ୍ୟୁକେମିଆ (CLL), ସ୍ମଲ ଲିମ୍ଫୋସାଇଟିକ ଲିମ୍ଫୋମା (SLL) କିମ୍ବାଆକ୍ୟୁଟ ମାଇଲୋଏଡ୍ ଲ୍ୟୁକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ହୁଏ ।[][] ଏହା ପାଟିରେ ଦିଆଯାଏ ।[] ଏହାକୁ ଏକ‌କ ଭାବରେ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ମିଶ୍ରିତ ଭାବରେ ବ୍ୟବହୃତ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର , ତରଳ ଝାଡ଼ା, ଅଇ, ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଥକାପଣ ହୋଇପାରେ ।[] ଅନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ୍, କମ୍ ପୋଟାସିୟମ୍, ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ଏବଂ ରକ୍ତସ୍ରାବ ହୋଇପାରେ ।[] [] ଏହା ସେଣ୍ଟ ଜନ୍ ୱର୍ଟ ସହିତ ପ୍ରତିକ୍ରିୟା କରିଥାଏ ।[] ଏହା ବିସିଏଲ-୨ (Bcl-2) ନାମକ ଏକ ପ୍ରୋଟିନ୍ ସଂଲଗ୍ନ ହୋଇ ତାହାର କାର୍ଯ୍ୟକଳାପକୁ ଅବରୋଧ କରେ ଯାହାଦ୍ୱାରା କର୍କଟ କୋଷଗୁଡ଼ିକର ମୃତ୍ୟୁ ହୋଇଥାଏ ।[]

    ୨୦୧୬ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଭେନେଟୋକ୍ଲାକ୍ସ ଅନୁମୋଦିତ ହୋଇଥିଲା ।[] [] [] ଯୁକ୍ତରାଷ୍ଟ୍ରରେ ୧୦୦ମିଗ୍ରା ବିଶିଷ୍ଟ ୧୧୨ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨,୬୦୦ ଡଲାର ଥିଲା ।[]

    1. 1 2 "Venetoclax (Venclexta) Use During Pregnancy". Drugs.com. 29 May 2019. Archived from the original on 19 January 2021. Retrieved 25 April 2020.
    2. "Venclyxto 10 mg film-coated tablets - Summary of Product Characteristics (SmPC)". (emc). 21 April 2020. Archived from the original on 26 April 2021. Retrieved 25 April 2020.
    3. 1 2 3 "Venclexta- venetoclax kit Venclexta- venetoclax tablet, film coated". DailyMed. 12 November 2019. Archived from the original on 15 June 2020. Retrieved 25 April 2020.
    4. 1 2 3 4 5 6 7 8 9 "Venclyxto EPAR". European Medicines Agency (EMA). Archived from the original on 16 April 2020. Retrieved 25 April 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    5. 1 2 "Venetoclax Monograph for Professionals". Drugs.com (in ଇଂରାଜୀ). Archived from the original on 31 May 2021. Retrieved 13 September 2021.
    6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1066. ISBN 978-0-85711-369-6.{{cite book}}: CS1 maint: date format (link)
    7. "Venclexta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 13 September 2021.