Jump to content

ଭାଲାସାଇକ୍ଲୋଭିର

ଉଇକିପିଡ଼ିଆ‌ରୁ
(ଭାଲାସିକ୍ଲୋଭିରରୁ ଲେଉଟି ଆସିଛି)
ଭାଲାସାଇକ୍ଲୋଭିର
Clinical data
Trade namesValtrex, Zelitrex, others
AHFS/Drugs.commonograph
MedlinePlusa695010
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability55%
    Protein binding13–18%
    MetabolismLiver (to aciclovir)
    Elimination half-life<30 minutes (valaciclovir);
    2.5–3.6 hours (aciclovir)
    ExcretionKidney 40–50% (aciclovir),
    faecal 47% (aciclovir)
    Identifiers
    • (S)-2-[(2-amino-6-oxo-6,9-dihydro-3H-purin-9-yl)methoxy]ethyl-2-amino-3-methylbutanoate
    ECHA InfoCard100.114.479 Edit this at Wikidata
    Chemical and physical data
    FormulaC13H20N6O4
    Molar mass୩୨୪.୩୪ g·mol−1
    3D model (JSmol)
    • O=C(OCCOCn1c2N\C(=N/C(=O)c2nc1)N)[C@@H](N)C(C)C
    • InChI=1S/C13H20N6O4/c1-7(2)8(14)12(21)23-4-3-22-6-19-5-16-9-10(19)17-13(15)18-11(9)20/h5,7-8H,3-4,6,14H2,1-2H3,(H3,15,17,18,20)/t8-/m0/s1 checkY
    • Key:HDOVUKNUBWVHOX-QMMMGPOBSA-N checkY
      (verify)

    ଭାଲାସିକ୍ଲୋଭିର, ଭାଲାସାଇକ୍ଲୋଭିର ମଧ୍ୟ ବନାନ କରାଯାଏ, ଏକ ଭୂତାଣୂରୋଧୀ ଔଷଧ ଯାହା ହର୍ପସ୍ ସିମ୍ପ୍ଲେକ୍‌ସ୍ କିମ୍ବା ହର୍ପିସ୍ ଜୋଷ୍ଟର (shingles)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ବୃକ୍‌କ ପ୍ରତିରୋପଣ ପରେ ସାଇଟୋମେଗାଲୋଭୂତାଣୁ ସଂକ୍ରମଣ ପ୍ରତିରୋଧର ଉଚ୍ଚ ସଙ୍କଟ କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୁଏ | [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା ଏବଂ ବାନ୍ତି ହୋଇପାରେ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା ଦେଖାଯାଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ | [] ଏହାକୁ ପ୍ରୋଡ୍ରଗ କୁହାଯାଏ ଯାହା ବ୍ୟକ୍ତିଙ୍କ ଶରୀରରେ ଆସାଇକ୍ଲୋଭିରରେ ପରିଣତ ହେବା ପରେ କାମ କରେ | []

    ଭାଲାସିକ୍ଲୋଭିର ୧୯୮୭ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୫ ମସିହାର ଡାକ୍ତରୀ ବ୍ୟବହାରରେ ଆସିଥିଲା । [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ଏନଏଚଏସକୁ ୨୦୧୯ ସୁଦ୍ଧା ପ୍ରାୟ £ ୩ ଖର୍ଚ୍ଚ କରିଥାଏ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୨.୮୦ ଅଟେ। [] ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୧୫୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] []

    1. 1 2 "Valacyclovir Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 17 March 2019.
    2. 1 2 3 4 5 "Valacyclovir Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 17 March 2019.
    3. Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease. Elsevier Health Sciences. p. 1502. ISBN 978-1437727029.
    4. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 504. ISBN 9783527607495.
    5. British national formulary : BNF 76 (76 ed.). Pharmaceutical Press. 2018. pp. 625–626. ISBN 9780857113382.
    6. British national formulary : BNF 76 (76 ed.). Pharmaceutical Press. 2018. pp. 625–626. ISBN 9780857113382.
    7. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
    8. "The Top 300 of 2020". ClinCalc. Retrieved 11 April 2020.
    9. "Valacyclovir - Drug Usage Statistics". ClinCalc. Retrieved 11 April 2020.