ବ୍ୟବହାରକାରୀଙ୍କ ଆଲୋଚନା:Th3Rajashree

Page contents not supported in other languages.
ଉଇକିପିଡ଼ିଆ‌ରୁ
(ବ୍ୟବହାରକାରୀ:Th3Rajashreeରୁ ଲେଉଟି ଆସିଛି)

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Th3Rajashree, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୦, ୧୨ ଅଗଷ୍ଟ ୨୦୧୭ (IST)[reply]

ପ୍ରସଙ୍ଗ ସମ୍ପୂର୍ଣ କରିବା ଓ ଲେଖିବା ବାବଦରେ[ସମ୍ପାଦନା]

ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ସବୁ ପ୍ରସଙ୍ଗରେ ତିଆରି ଚାଲିଛି ବୋଲି ପକାଉଛନ୍ତି । ଯଦି ପ୍ରସଙ୍ଗ ସରିଯାଉଛି ତ ସେ ଟାଗ କାଢି ଦିଅନ୍ତୁ । ନହେଲେ ଗୋଟେ ପ୍ରସଙ୍ଗ ସାରିବା ପରେ ଆଉ ଗୋଟେ ଲେଖିଲେ ଭଲ ହେବ । କିଛି ନିୟମ ନ ଥିଲେ ବି ଏମିତି କଲେ ଭଲ ହେବ ବୋଲି ମତାମତ ଦେଉଛି । ଏହା ଛଡା ଆପଣ ପ୍ରସଙ୍ଗ ଗୁଡିକରେ ଆଧାର ଦେଉନାହାନ୍ତି । ଉଇକିପିଡ଼ିଆରେ ଆଧାର ନଥିବା ପ୍ରସଙ୍ଗ ଗୁଡିକୁ ଲିଭାଇ ଦିଆଯାଏ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୨୨, ୨୧ ଅଗଷ୍ଟ ୨୦୧୭ (IST)[reply]