ସତ୍ୟ ରଞ୍ଜନ ମିଶ୍ର
ଦେଖଣା
(ବ୍ୟବହାରକାରୀ:Raj K. Mohapatra (Puri)/ସତ୍ୟ ରଞ୍ଜନ ମିଶ୍ରରୁ ଲେଉଟି ଆସିଛି)
ସତ୍ୟ ରଞ୍ଜନ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୀରବଳଭଦ୍ରପୁର, ପୁରୀ | ୮ ଫେବୃଆରୀ ୧୯୭୫
ବୃତ୍ତି | ଗବେଷକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଏକ ଐତିହ୍ୟ ଗ୍ରାମ ବୀରବଳଭଦ୍ରପୁର କମଳପୁର ଓ ପ୍ରଭୁ କପୋତେଶ୍ୱର |
ସତ୍ୟ ରଞ୍ଜନ ମିଶ୍ର (ଜନ୍ମ: ୮ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ, ଗବେଷକ ଓ ପ୍ରାବନ୍ଧିକ । ସେ ନିଜ ଗ୍ରାମର ଧାରାବାହିକ ଇତିହାସ ଲେଖିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସତ୍ୟ ରଞ୍ଜନ ମିଶ୍ର ପୁରୀ ଜିଲ୍ଲାର ଚନ୍ଦନପୁର ଅନ୍ତର୍ଗତ ବୀରବଳଭଦ୍ରପୁର ଶାସନରେ ୧୯୭୫ ଫେବୃଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ପ୍ରାପ୍ତ ସତ୍ୟ ରଞ୍ଜନଙ୍କ ପ୍ରବନ୍ଧାବଳୀ କେଦାର ଭାରତୀ, ପ୍ରତିଭା, ବ୍ରହ୍ମ ଦର୍ଶନ, ମାଣିକ, ଶ୍ରୀଗୁଣ୍ଡିଚା ପତ୍ରପତ୍ରିକାରେ ପ୍ରକାଶିତ ।
ରଚନାବଳୀ
[ସମ୍ପାଦନା]- ଏକ ଐତିହାସିକ ଗ୍ରାମର କଥା (ବୀରବଳଭଦ୍ରପୁର ଗ୍ରାମର ଇତିହାସ)
- ଏକ ଐତିହ୍ୟ ଗ୍ରାମ ବୀର ବଳଭଦ୍ରପୁର[୧]
- ଭାର୍ଗବୀ ଐତିହ୍ୟରେ ଭକ୍ତି ଭାଗବତ ଓ ଭକ୍ତ ମନେଇ ସାହୁ
- ଭାର୍ଗବୀ[୨]
- କମଳପୁର ଓ ପ୍ରଭୁ କପୋତେଶ୍ୱର
- ଭକ୍ତ ମନେଇ ସାହୁ
- ଜଗନ୍ନାଥ ଦାସ ଓ ଭକ୍ତ ମନେଇ ସାହୁ
- ୧୮୦୪ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ[୩]
- ଲକ୍ଷ୍ମଣ ମିଶ୍ରଙ୍କ ଜୀବନ ଦର୍ଶନ
- ଓଡ଼ିଆ ସାହିତ୍ୟରେ ବୈଷ୍ଣବ ନାରୀ କବି ମାଧବୀ ଦାସୀ (୨୦୨୪)[୪]
- ଦଳବେହେରା ବଂଶାବଳୀ (୨୦୨୪)[୫][୬]
ସମ୍ପାଦନା
[ସମ୍ପାଦନା]- ନାରୀକବି ଅପର୍ଣ୍ଣା ଦେବୀ ରଚନାବଳୀ, ପ୍ରଥମ ଭାଗ (ଗଳ୍ପ ସମଗ୍ର)[୭]
- ନାରୀକବି ଅପର୍ଣ୍ଣା ଦେବୀ ରଚନାବଳୀ, ଦ୍ୱିତୀୟ ଭାଗ (କବିତା ସମଗ୍ର)[୮]
ଆଧାର
[ସମ୍ପାଦନା]- ↑ "Chhutidina Page: 14". Online Odia ePaper | Today Newspaper | Latest news from Odisha, India and world. Retrieved 2024-09-30.
- ↑ "Bhargabi (S Misra, 2021) p.pdf". Google Docs. Retrieved 2024-09-30.
- ↑ "1804 Bidrohar Karnadhar - Jayi Rajguru (S Misra, 2023) p.pdf". Google Docs. Retrieved 2024-09-30.
- ↑ https://samajaepaper.in/imageview_16_281020242530982_4_73_28-10-2024_23_i_1_sf.html
- ↑ https://dharitriepaper.in/edition/17005/bhubaneswar/page/13
- ↑ https://epaper.pragativadi.com/m/50126/671ead29164fd
- ↑ "Narikabi Aparna Debi Rachanabali, v.01(A Debi; S Misra, Ed. 2023) p.pdf". Google Docs. Retrieved 2024-09-30.
- ↑ "Narikabi Aparna Debi Rachanabali, v.02 (A Debi; S Misra, Ed. 2023) p.pdf". Google Docs. Retrieved 2024-09-30.