ବ୍ୟବହାରକାରୀ:Psubhashish/sandbox2
ଦେଖଣା
କିପରି ଲେଖିବେ
[ସମ୍ପାଦନା]- ଆଗରୁ ଖୋଲିନଥିଲେ "ନୂଆ ଖାତାଟିଏ ଖୋଲନ୍ତୁ" ରେ କ୍ଲିକ କରି ଖାତା ଖୋଲନ୍ତୁ । ଆଗରୁ ଖୋଲିଥିଲେ "ଲଗ ଇନ" କରନ୍ତୁ ।
- ଉପର ତେବୁଲରେ ପ୍ରସଙ୍ଗର ନାମ ପ୍ରଥମେ ଦିଆଯାଇଛି । ତା'କୁ ଖୋଲନ୍ତୁ ।
- ଏକ ନୂଆ ଟ୍ୟାବରେ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାଟିକୁ ଖୋଲି ସେଥିରେ ପ୍ରଥମ ପାରାଗ୍ରାଫଟି ସମ୍ପୂର୍ଣ୍ଣ/ଆଂଶିକ ଅନୁବାଦ କରିଦିଅନ୍ତୁ ।
- ବିଜ୍ଞାନ ଦିଗନ୍ତର ପ୍ରସଙ୍ଗରୁ ଲେଖା କପି କରନ୍ତୁ । ଏଇ ଲିଙ୍କରେ ଯାଇ କନଭର୍ଟ କଲେ ଲେଖାଟି Unicodeରେ ଆସିବ । ତାକୁ କପି କରି ନିଅନ୍ତୁ ।
- ଏବେ ଓଡ଼ିଆ ଲେଖାରେ ତାହା ଯେଉଁଠି ଠିକ ଭାବେ ଖାପ ଖାଇବ ତାହା ଦେଖନ୍ତୁ ଓ ଯୋଡ଼ନ୍ତୁ ।
- ଲେଖିବା ବେଳେ ମଝିରେ ମଝିରେ ସେଭ କରୁଥିବେ । ଏହା ଦ୍ୱାରା ଛୋଟ ଛୋଟ ଇଣ୍ଟରନେଟ ଅସୁବିଧା ଯୋଗୁ ପୂରା ଲେଖା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ।