ବ୍ୟବହାରକାରୀ:Psubhashish/sandbox2

ଉଇକିପିଡ଼ିଆ‌ରୁ
କ୍ରମିକ ନାମ ଇଂରାଜୀ ଉଇକିର ପ୍ରସଙ୍ଗ ଆଧାର (ପୃଷ୍ଠା ସଂଖ୍ୟା) ଉଇକିଆଳିଙ୍କ ନାମ ସ୍ଥିତି
ଲାଇଟ ଏମିଟିଙ୍ଗ ଡାଇଓଡ଼ w:Light-emitting diode ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୧୩)
ପଦାର୍ଥ ବିଜ୍ଞାନ w:Physics
କ୍ଲୋନିଂ w:Cloning ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୨୦)
4 ପାରଜିନୀୟ ଉଦ୍ଭିଦ w:Transgenic plant ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୨୨)
5 କାର୍ଲ ଜାନସ୍କି w:Karl Guthe Jansky ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୫୩-୫୪)
ସରୋଗେସି(ଗର୍ଭଦାନ) w:Surrogacy ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୪୯)
ଇଭାନ୍ ପାଭ୍ଲଭ୍ w:Ivan Pavlov ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୪୬) ଅନୁଭା ଐଶ୍ୱର୍ଯ୍ୟା ଲେଖା ଚାଲିଛି
8 ରବର୍ଟ କଚ୍ w:Robert Koch ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (୪୭) ସମାପ୍ତ
ନାନୋମେଡିସିନ w:Nanomedicine ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (36)
୧୦ ପାଇ w:Pi ବିଜ୍ଞାନ ଦିଗନ୍ତ (ସେପ୍ଟେମ୍ବର ୨୦୧୪) (40) ଅଂଶୁମାନ ସ୍ୱାଇଁ ଲେଖା ଚାଲିଛି
୧୧ ଓଜୋନ୍‎ ଅଂଶୁମାନ ସ୍ୱାଇଁ ଲେଖା ଚାଲିଛି
୧୨ ପ୍ରମାଣ ଯେ π ଗୋଟିଏ ଅମୂଳଦ ସଂଖ୍ୟା w:Proof that π is irrational ଅଂଶୁମାନ ସ୍ୱାଇଁ ସମାପ୍ତ
୧୩ ଚାର୍ଲସ ଡାରଉଇନ ଅଭିଷେକ ବସ୍ତିରାୟ ସମାପ୍ତ
୧୪ ଚାର୍ଲସ ଡାରଉଇନ, ୟଙ୍ଗଙ୍କ ଦୁଇଟି-ପାତ ପରୀକ୍ଷା, ଡବଲ୍-ସ୍ଲିଟ୍ ଏକ୍ସପେରିମେଣ୍ଟ, ନିତିନ ମଲ୍ଲିକ ସମାପ୍ତ

କିପରି ଲେଖିବେ[ସମ୍ପାଦନା]

  1. ଆଗରୁ ଖୋଲିନଥିଲେ "ନୂଆ ଖାତାଟିଏ ଖୋଲନ୍ତୁ" ରେ କ୍ଲିକ କରି ଖାତା ଖୋଲନ୍ତୁ । ଆଗରୁ ଖୋଲିଥିଲେ "ଲଗ ଇନ" କରନ୍ତୁ ।
  2. ଉପର ତେବୁଲରେ ପ୍ରସଙ୍ଗର ନାମ ପ୍ରଥମେ ଦିଆଯାଇଛି । ତା'କୁ ଖୋଲନ୍ତୁ ।
  3. ଏକ ନୂଆ ଟ୍ୟାବରେ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାଟିକୁ ଖୋଲି ସେଥିରେ ପ୍ରଥମ ପାରାଗ୍ରାଫଟି ସମ୍ପୂର୍ଣ୍ଣ/ଆଂଶିକ ଅନୁବାଦ କରିଦିଅନ୍ତୁ ।
  4. ବିଜ୍ଞାନ ଦିଗନ୍ତର ପ୍ରସଙ୍ଗରୁ ଲେଖା କପି କରନ୍ତୁ । ଏଇ ଲିଙ୍କରେ ଯାଇ କନଭର୍ଟ କଲେ ଲେଖାଟି Unicodeରେ ଆସିବ । ତାକୁ କପି କରି ନିଅନ୍ତୁ ।
  5. ଏବେ ଓଡ଼ିଆ ଲେଖାରେ ତାହା ଯେଉଁଠି ଠିକ ଭାବେ ଖାପ ଖାଇବ ତାହା ଦେଖନ୍ତୁ ଓ ଯୋଡ଼ନ୍ତୁ ।
  6. ଲେଖିବା ବେଳେ ମଝିରେ ମଝିରେ ସେଭ କରୁଥିବେ । ଏହା ଦ୍ୱାରା ଛୋଟ ଛୋଟ ଇଣ୍ଟରନେଟ ଅସୁବିଧା ଯୋଗୁ ପୂରା ଲେଖା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ।