ବ୍ୟବହାରକାରୀଙ୍କ ଆଲୋଚନା:Saurabhsaha

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Thesaurabhsaha, ଧନ୍ୟବାଦ ଗପୁ (ମୋ ଆଲୋଚନା) ୦୦:୩୯, ୧୭ ମାର୍ଚ୍ଚ ୨୦୨୩ (IST)[reply]

ଆପଣଙ୍କ ଲେଖା ବାବଦରେ[ସମ୍ପାଦନା]

ଏହା ଆପଣଙ୍କ ଲେଖା ଭୁରାଗାଓଁ ସମ୍ବନ୍ଧରେ ଅଟେ । ଆପଣଙ୍କ ଲେଖା ଲିଭା ହେବା ପାଇଁ ଚୟନ କରାଯାଇଛି। ଯଦି ଆପଣ ଭାବୁଛନ୍ତି ଯେ ଆପଣ ପ୍ରସଙ୍ଗ ଉନ୍ନତି ଆଣିପାରିବେ ତେବେ ଆମକୁ ଜଣାନ୍ତୁ । ଆପଣ ପ୍ରବନ୍ଧରେ ଅଧିକ ଉତ୍ସ ଏବଂ ବିଷୟବସ୍ତୁ ଯୋଡିପାରିବେ। Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୩୫, ୨୫ ଅଗଷ୍ଟ ୨୦୨୩ (IST)[reply]