ବ୍ୟବହାରକାରୀଙ୍କ ଆଲୋଚନା:Satyakam Parthasarathy

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Satyakam Parthasarathy, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୨୦, ୧୨ ଜାନୁଆରୀ ୨୦୧୬ (IST)[reply]

ସତ୍ୟକାମ ପାର୍ଥସାରଥି, ଯଦି କୌଣସି ଶବ୍ଦ ମଧ୍ୟରେ ଏକ ଅକ୍ଷର ରେ ହଳନ୍ତ୍ ରହୁଛି, ତେବେ ସେହି ହଳନ୍ତ୍ ଯୁକ୍ତ ଅକ୍ଷର ପରେ underscore(_)ଟିଏ ଦିଅନ୍ତୁ। ନହେଲେ ତାହା ଯୁକ୍ତାକ୍ଷର ହୋଇଯିବ। For example- ଯଦି ଆପଣ ଜେଲ୍‌କୁ ଲେଖିବାକୁ ଚାହୁଁଛନ୍ତି, ତେବେ ଜେଲ୍‌ ପରେ underscore ଦେଇ କୁ ଲେଖନ୍ତୁ। ନହେଲେ ତାହା ଜେଲ୍କୁ ହୋଇଯିବ। --Rajalaxmi Mishra (ମୋ ଆଲୋଚନା) ୧୬:୩୮, ୨ ଅପ୍ରେଲ ୨୦୧୬ (IST)[reply]