ବ୍ୟବହାରକାରୀଙ୍କ ଆଲୋଚନା:Santoshkumarnayak16031991
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୯ ମାସ ପୂର୍ବେ by Psubhashish in topic ଗୁରୁ ପ୍ରସାଦ ମହାନ୍ତି ପ୍ରସଙ୍ଗରେ ଆପଣଙ୍କ ସମ୍ପାଦନା
ଆଦରର Santoshkumarnayak16031991, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଡକ୍ଟର ସନ୍ତୋଷ କୁମାର ନାୟକ
[ସମ୍ପାଦନା]
Santoshkumarnayak16031991 (ମୋ ଆଲୋଚନା) ୦୩:୦୧, ୫ ଡିସେମ୍ବର ୨୦୨୪ (IST)
ଗୁରୁ ପ୍ରସାଦ ମହାନ୍ତି ପ୍ରସଙ୍ଗରେ ଆପଣଙ୍କ ସମ୍ପାଦନା
[ସମ୍ପାଦନା]ଆଦରର @Santoshkumarnayak16031991: ଗୁରୁ ପ୍ରସାଦ ମହାନ୍ତି ପ୍ରସଙ୍ଗରେ ଆପଣଙ୍କ ନିକଟର ସମ୍ପାଦନା ସମ୍ପୂର୍ଣ୍ଣଭାବେ ଆତ୍ମପ୍ରଚାରମୂଳକ ଓ ଉଇକିପିଡ଼ିଆ ନୀତି ଉଲ୍ଲଂଘନ କରେ । ଏ ମେସେଜଟିକୁ ଚେତାବନୀ ମାନିବେ ଆଉ ଆଗକୁ ସମାନ ଧରଣର ସମ୍ପାଦନା ପାଇଁ ଆପଣଙ୍କ ଖାତା ସାମୟିକ/ଚିରକାଳ ପାଇଁ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୦୦:୧୧, ୮ ଜୁନ ୨୦୨୫ (IST)