ବ୍ୟବହାରକାରୀଙ୍କ ଆଲୋଚନା:Gnsp15

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Gnsp15, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୦୪:୨୮, ୭ ଅକ୍ଟୋବର ୨୦୧୫ (UTC)

A barnstar for you![ସମ୍ପାଦନା]

The Original Barnstar
ନମସ୍କାର ଗଣେଶ ପ୍ରସାଦ,

ମୁଁ ଶିତିକଣ୍ଠ ଦାଶ, ଓଡ଼ିଆ ଉଇକିପିଡ଼ିଆ ପ୍ରତି ଆପଣଙ୍କ ଆଗ୍ରହ ଯୋଗୁଁ ଅନେକ ଅନେକ ଧନ୍ୟବାଦ ଜଣାଉଛି । ଆପଣ ରାଉରକେଲାରେ ରହୁଥିବା ଜାଣି ଆପଣଙ୍କୁ ରାଉରକେଲାରେ ଥିବା ଉଇକିଆଳି ଶ୍ରେଣୀ ଭୁକ୍ତ କରିଦେଇଛି । ଓଡ଼ିଆ ଉଇକିପାଠାଗାର (ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ) ଆଗାମୀ ୨୫ ତାରିଖ ଦିନ ଏହାର ଏକ ବର୍ଷ ପୂରଣ କରିବ । ଏହି ଖୁସିରେ ସମସ୍ତ ଉଇକିଆଳି ଭୁବନେଶ୍ଵରଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛୁ । ଆପଣଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଲା - ଏହି ଲିଙ୍କରେ ଆପଣ କାର୍ଯ୍ୟକ୍ରମ ବାବଦରେ ଅଧିକ ସୂଚନା ପାଇପାରିବେ । ଧନ୍ୟବାଦ । ଶିତିକଣ୍ଠ (ଆଲୋଚନା) ୧୬:୨୬, ୭ ଅକ୍ଟୋବର ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)