ବ୍ୟବହାରକାରୀଙ୍କ ଆଲୋଚନା:Asutosh dixit

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Asutosh dixit, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୮, ୨୦ ଡିସେମ୍ବର ୨୦୧୫ (UTC)

ଏ ସକ୍ରିୟ ଅବଦାନ ପାଇଁ ଗୋଟେ ଛୋଟ ଉପହାର[ସମ୍ପାଦନା]

ଉଇକିଆଳି ପୁରସ୍କାର
ଆଶୁତୋଷ, ଏତେ କମ ସମୟ ଭିତରେ ଆସି ଏତେ ସକ୍ରିୟ ଅବଦାନ ଦେଖି କେବଳ ମୁଁ କାହିଁକି ବାକିସବୁ ବାହା ବାହା କରିବେ! :)

ଲେଖା ଏମିତି ଜାରୀ ରଖିଥ ଆଉ ବାକିମାନଙ୍କଠୁ କିଛି ସହଯୋଗ ଚାହିଁଲେ ଚାଟସଭାରେ ପଚାରିପାରିବ । ସୁଭାସିସ ପାଣିଗାହି (ଆଳାପ) ୧୩:୧୭, ୩ ଜାନୁଆରୀ ୨୦୧୬ (UTC)