ବ୍ୟବହାରକାରୀଙ୍କ ଆଲୋଚନା:180.234.112.6
ପାଛୋଟା!
ଓଳିଗି, 180.234.112.6 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ଆପଣ ବିନା ଲଗ ଇନରେ କାମ କରିପାରିବେ, କିନ୍ତୁ ମୋ ମତରେ ଆପଣ ଖାତା ତିଆରି କରନ୍ତୁ। ଏହା ମାଗଣା, ବ୍ୟକ୍ତିଗତ ତଥ୍ୟ ଦରକାର ପଡିବନି, ଆଉ ବହୁ ସୁବିଧା ଯୋଗାଇଥାଏ, ଯେମିତି କି ନୂଆ ଲେଖା ତିଆରି କରିବା । ପୁରା ତଥ୍ୟ ଓ ନୂଆ ଖାତା ଖୋଲିବାର ସୁବିଧା ଜାଣିବା ପାଇଁ ଦୟାକରି ଏହି ପୃଷ୍ଠାଦେଖନ୍ତୁ । ଯଦି ଆପଣ ବିନା ଖାତାରେ କାମ କରିବେ, ତାହେଲେ ଆପଣଙ୍କ IP address (180.234.112.6) ହିଁ ଆପଣଙ୍କ ଚିହ୍ନା ଦେବ ।
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!
--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୫୪, ୮ ଡିସେମ୍ବର ୨୦୧୪ (UTC)
ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।