ବ୍ୟବହାରକାରୀଙ୍କ ଆଲୋଚନା:ସୁକାନ୍ତ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନମସ୍କାର, ସୁକାନ୍ତ, ଉଇକିପିଡ଼ିଆକୁ ସ୍ଵାଗତ!

ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
ଉଇକିପିଡ଼ିଆର ପାଞ୍ଚଟି ଖମ୍ବ, କିପରି ବ୍ୟବହାର କରିବେ, ପ୍ରଶ୍ନ ପଚାରିବେ
ମୁଁ ଆଶା କରୁଛି ଆପଣଙ୍କୁ ଏଠାରେ ଭଲ ଲାଗିବ ଏବଂ ଆପଣଙ୍କ ଅବଦାନ ଜାରି ରହିବ !

ଯଦି ଆପଣ କିଛି ପଚାରିବାକୁ ଚାହୁଛନ୍ତି, ମୋ ଆଲୋଚନା ପୃଷ୍ଠା ବା ଆଲୋଚନା ସଭାରେ ପଚାରିପାରିବେ । ଧନ୍ୟବାଦ! -- ଅηsuмaη Talk ୦୫:୪୩, ୩୦ ମାର୍ଚ ୨୦୧୨ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର ସୁକାନ୍ତ,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୫:୫୬, ୨୫ ଜାନୁଆରୀ ୨୦୧୪ (UTC)

ପ୍ରଧାନପୃଷ୍ଠାରେ ଆପଣଙ୍କ ଛବି[ସମ୍ପାଦନା]

ପ୍ରିୟ ମନୋରଞ୍ଜନ, ଉଇକିମିଡ଼ିଆ କମନ୍ସରେ ଆପଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିଥିବା ଛବିଟି ଓଡ଼ିଆ ଉଇକିପିଡ଼ିଆର ପ୍ରଧାନପୃଷ୍ଠାରେ ମାର୍ଚ୍ଚ ମାସ ଚତୁର୍ଥ ସପ୍ତାହର ବଛା ଛବି ଭାବେ ମନୋନୀତ ହେଇଛି :) ଏହି ଅବସରରେ ଉଇକିମିଡ଼ିଆପ୍ରକଳ୍ପଗୁଡ଼ିକରେ ଆପଣଙ୍କ ଅବଦାନ ନିମନ୍ତେ ଧନ୍ୟବାଦ ଜଣାଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୦୬, ୨୪ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୪:୪୬, ୨୧ ଅକ୍ଟୋବର ୨୦୧୫ (UTC)