ବ୍ୟବହାରକାରୀଙ୍କ ଆଲୋଚନା:ସନ୍ତୋଷ ମହାନ୍ତି

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର ସନ୍ତୋଷ ମହାନ୍ତି, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ସନ୍ତୋଷ ମହାନ୍ତି, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୩, ୧୯ ସେପ୍ଟେମ୍ବର ୨୦୧୪ (UTC)

ଲେଖାଟିକୁ ଉନ୍ନତ କରିବା ପାଇଁ ଅନୁରୋଧ[ସମ୍ପାଦନା]

ନମସ୍କାର ଆଜ୍ଞା, ଆପଣ ଲେଖିଥିବା ଦୁଆ ପ୍ରସଙ୍ଗଟିକୁ ଉନ୍ନତ କରିବାକୁ ଅନୁରୋଧ । ଏହି ଲେଖାଟି ଗପ ଲେଖିଲା ଭଳି ହୋଇଛି । ଉଇକିପିଡିଆରେ ତଥ୍ୟ ଭିତ୍ତିକ ଲେଖାଗୁଡ଼ିକ ରଖାଯାଇଥାଏ । ଯେଉଁଥିରେ କିଛି ଆଧାର ଆବଶ୍ୟକ । ଆପଣଙ୍କ ଲେଖାଟିକୁ ଉନ୍ନତ କରନ୍ତୁ ନଚେତ delete କରିଦିଆଯିବ । କେମିତି ଲେଖା ଯାଏ ସେ ବିଷୟରେ ଜାଣିବା ପାଇଁ ଅନ୍ୟ ଗାଁ ଲେଖାଦେଖିପାରିବେ । ଉଦାହରଣ ସ୍ୱରୂପ : ଗରଦପୁର । କିଛି ସହାୟତା ଚାହୁଁଥିଲେ ଜଣାଇବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୪୮, ୨୪ ଡିସେମ୍ବର ୨୦୧୪ (UTC)

A barnstar for you![ସମ୍ପାଦନା]

The Editor's Barnstar
ଏତେ ଦିନ ପରେ ଘରବାହୁଡିଲେ ଓ ଲେଖାଟିକୁ ସୁଧାରିବାରୁ ଧନ୍ୟବାଦ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୫୨, ୧ ମଇ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୫:୦୯, ୨୧ ଅକ୍ଟୋବର ୨୦୧୫ (UTC)