ବ୍ୟବହାରକାରୀଙ୍କ ଆଲୋଚନା:ମାଧାୟା ଯାଦବ

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର ମାଧାୟା ଯାଦବ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ମାଧାୟା ଯାଦବ, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୩୪, ୧୮ ଜାନୁଆରୀ ୨୦୧୮ (IST)[reply]

ମାଧାୟା ଯାଦବ ଙ୍କ ଜନ୍ମ 10 ମାର୍ଚ୍ଚ 1993 ରେ ଗଞ୍ଜାମ ଜିଲ୍ଲାର ଏକ ଛୋଟ ଗ୍ରାମ ବଇରିବାଡ ରେ ହୋଇଛି । ସେ 10th ଯାଏ ପାଠ ପଢିଛନ୍ତି ।ସେ ଓଡ଼ିଶାର ଆଞ୍ଚଳିକ ରାଜନୈତିକ ଦଳ ବିଜେଡିର ଜଣେ ସବ୍ୟ। ବର୍ତମାନ ସେ ସାଉଦି ଆରବ ରେ ଏକ କମ୍ପାନୀ ରେ ଶ୍ରମିକ ଭାବରେ କାର୍ଯ୍ୟରତ । ପିତା ଓ ମାତା କୃଷି କାର୍ଯ କରନ୍ତି ।ତାଙ୍କ ର ଦୁଇ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି ।