ବ୍ରୋଲୁସିଜୁମାବ

ଉଇକିପିଡ଼ିଆ‌ରୁ
ବ୍ରୋଲୁସିଜୁମାବ
Monoclonal antibody
TypeSingle-chain variable fragment
SourceHumanized
TargetVascular endothelial growth factor A (VEGFA)
Clinical data
Trade namesBeovu, Vsiqq
SynonymsBrolucizumab-dbll, ESBA1008, RTH258, DLX1008
AHFS/Drugs.commonograph
MedlinePlusa620001
data
Pregnancy
category
  • AU: D
  • US: N (Not classified yet) [୧]
Routes of
administration
Intravitreal
Legal status
Legal status
Chemical and physical data
FormulaC1164H1768N310O372S7
Molar mass୨୬,୨୮୧.୧୭ g·mol−1

ବ୍ରୋଲୁସିଜୁମାବ, ବିକ୍ରୟ ନାମ ବେଭୋ ଏବଂ ଭିସିକ୍, ଏକ ଔଷଧ ଯାହା ବୟସ-ସମ୍ପର୍କୀୟ ମାକୁଲାର ଡିକେନେରେସନ (AMD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେସ୍ୱଳ୍ପ ଭିଜୁଆଲ୍ ଆକ୍ୟୁଟି, ମୋତିଆବିନ୍ଦୁ, କଞ୍ଜୁକ୍ଟାଇଭାଲ୍ ରକ୍ତସ୍ରାବ ଏବଂ ଫ୍ଲୋଟର ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ଧତ୍ୱ, ଆଖି ଭିତରେ ସଂକ୍ରମଣ, ରେଟିନାଲ୍ ଧମନୀ ଅବରୋଧ ଓ ନେତ୍ରପଟଳ ସ୍ଖଳନ ହୋଇପାରେ ।ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୬] ଏହା ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଖଣ୍ଡ ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି କାରକ ଏ ଭିଇଜିଏଫ-ଏ (A (VEGF-A)କୁ ସଂଲଗ୍ନ କରେ ଏବଂ ଅବରୋଧ କରେ । ଭିଇଜିଏଫ-ଏ ହେଉଛି ଏକ ପୁଷ୍ଟସାର ଯାହା ରକ୍ତନଳୀକୁ ବୃଦ୍ଧି କରାଏ ଏବଂ ତରଳ ପଦାର୍ଥ ଲିକ୍ କରିଥାଏ |

୨୦୧୯ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବ୍ରୋଲୁସିଜୁମାବ ଅନୁମୋଦିତ ହୋଇଥିଲା [୫] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧,୯୫୦ ଡଲାର ଅଟେ । [୭]

ଆଧାର[ସମ୍ପାଦନା]

  1. "Brolucizumab (Beovu) Use During Pregnancy". Drugs.com. 24 October 2019. Retrieved 3 May 2020.
  2. "Beovu EPAR". European Medicines Agency (EMA). 10 December 2019. Archived from the original on 8 November 2020. Retrieved 3 May 2020.  This article incorporates text from this source, which is in the public domain.
  3. "Beovu 120 mg/ml solution for injection in pre-filled syringe - Summary of Product Characteristics (SmPC)". (emc). 9 March 2020. Archived from the original on 24 September 2020. Retrieved 3 May 2020.
  4. ୪.୦ ୪.୧ "Beovu- brolucizumab injection, solution". DailyMed. 13 January 2020. Archived from the original on 9 January 2021. Retrieved 3 May 2020.
  5. ୫.୦ ୫.୧ "Beovu- brolucizumab injection, solution". DailyMed. 13 January 2020. Archived from the original on 9 January 2021. Retrieved 3 May 2020.
  6. "Brolucizumab (Beovu) Use During Pregnancy". Drugs.com (in ଇଂରାଜୀ). Retrieved 12 January 2022.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 1235. ISBN 978-0857114105.