ବ୍ରେଣ୍ଟୁକ୍ସିମାବ ଭେଡୋଟିନ
| Monoclonal antibody | |
|---|---|
| Type | Whole antibody |
| Source | Chimeric (mouse/human) |
| Target | CD30 |
| Clinical data | |
| Trade names | Adcetris |
| Synonyms | SGN-35, previously cAC10-vcMMAE |
| AHFS/Drugs.com | monograph |
| MedlinePlus | a611052 |
| data |
|
| Pregnancy category | |
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C6476H9930N1690O2030S40 (C68H105N11O15)3–5 |
| Molar mass | 149.2–151.8 kg/mol |
| (verify) | |
ବ୍ରେଣ୍ଟୁକ୍ସିମାବ ଭେଡୋଟିନ, ବ୍ରାଣ୍ଡ ନାମ ଆଡସେଟ୍ରିସ, ଏକ ଔଷଧ ଯାହା ହଜକିନ୍ସ ଲିମ୍ଫୋମା (HL) ଏବଂ କିଛି ଅଣ-ହଜକିନ୍ସ ଲିମ୍ଫୋମା (NHL)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ନିର୍ଦ୍ଦିଷ୍ଟ ଭାବରେ ଏହା ସିଦି ପଜିଟିଭ ୩୦ (CD30) ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ । [୧] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାନ୍ତୀୟ ସ୍ନାୟୁ କ୍ଷତି, ଥକ୍କାପଣ, ବାନ୍ତି, ତରଳ ଝାଡ଼ା, ସ୍ୱଳ୍ପ ଶ୍ୱେତ ରକ୍ତକଣିକ, ଜ୍ୱର, କେଶହାନୀଏବଂ ପାଟିରେ ପ୍ରଦାହ ହେବା ଦେଖାଯାଏ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ସଂକ୍ରମଣ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା, ଫୁସଫୁସ ସମସ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଉଚ୍ଚ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୩୦ ସଂଯୁକ୍ତ ସାଇଟୋଟକ୍ସିନ ମୋନୋମିଥାଇଲ ଅରିସ୍ଟାଟିନ ଇ ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଓ ୨୦୧୨ରେ ଏବଂ ୟୁରୋପରେ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଗଲା । [୪][୨] ଯୁକ୍ତରାଜ୍ୟରେ ଏକ ୫୦ ମିଗ୍ରା ଭାଏଲ ମୂଲ୍ୟ ୨୫୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୦,୧୦୦ ଡଲାର ଥିଲା । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Adcetris EPAR". European Medicines Agency. 17 September 2018. Archived from the original on 31 October 2020. Retrieved 19 August 2020.
- ↑ ୨.୦ ୨.୧ ୨.୨ "Adcetris EPAR". European Medicines Agency. 17 September 2018. Archived from the original on 31 October 2020. Retrieved 19 August 2020.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 911. ISBN 978-0857114105.
- ↑ ୪.୦ ୪.୧ "Adcetris- brentuximab vedotin injection, powder, lyophilized, for solution". DailyMed. 26 November 2018. Archived from the original on 6 August 2020. Retrieved 19 August 2020.
- ↑ ୫.୦ ୫.୧ "Adcetris- brentuximab vedotin injection, powder, lyophilized, for solution". DailyMed. 26 November 2018. Archived from the original on 6 August 2020. Retrieved 19 August 2020.
- ↑ "Adcetris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 11 January 2022.