ବୈଷ୍ଣବ ପ୍ରଧାନ
Appearance
ବୈଷ୍ଣବ ପ୍ରଧାନ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୧ ମଇ ୨୦୦୩ | |
ପୂର୍ବ ଅଧିକାରୀ | ରାମଚନ୍ଦ୍ର ପ୍ରଧାନ |
ପର ଅଧିକାରୀ | ସଞ୍ଜୀବ କୁମାର ସାହୁ |
ନିର୍ବାଚନ ମଣ୍ଡଳୀ | ବୀରମହାରାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅପ୍ରେଲ ୧୯୫୧ |
ମୃତ୍ୟୁ | ୨୧ ମଇ ୨୦୦୩ | (ବୟସ ୫୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ପୁଷ୍ପାଞ୍ଜଳୀ ପ୍ରଧାନ |
ବାପା/ବୋଉ | ଘନଶ୍ୟାମ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବୈଷ୍ଣବ ପ୍ରଧାନ (୧ ଅପ୍ରେଲ ୧୯୫୧ - ୨୧ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୈଷ୍ଣବ ପ୍ରଧାନ ୧୯୫୧ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପ୍ରଧାନ ଓ ପତ୍ନୀଙ୍କ ନାମ ପୁଷ୍ପାଞ୍ଜଳୀ ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବୈଷ୍ଣବ ପ୍ରଧାନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବୈଷ୍ଣବ ପ୍ରଧାନ ୨୦୦୩ ମସିହାର ମଇ ୨୧ ତାରିଖରେ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Baishnaba Pradhan". odishaassembly.nic.in. Odisha Assembly. Retrieved 9 August 2022.