Jump to content

ବେଲିମୁମାବ

ଉଇକିପିଡ଼ିଆ‌ରୁ
ବେଲିମୁମାବ
Monoclonal antibody
TypeWhole antibody
SourceHuman
TargetB-cell activating factor (BAFF, BLyS)
Clinical data
Trade namesBenlysta
SynonymsLymphoStat-B
AHFS/Drugs.commonograph
MedlinePlusa611027
data
Pregnancy
category
    Routes of
    administration
    Intravenous
    Legal status
    Legal status
    Chemical and physical data
    FormulaC6714H10428O2102S52
    Molar mass୧,୨୬,୪୫୦.୩0 g·mol−1
      (verify)

    ବେଲିମୁମାବ, ବେପାର ନାମ ବେନିଷ୍ଟା, ଏକ ଔଷଧ ଯାହା ସିଷ୍ଟମିକ୍ ଲୁପୁସ୍ ଏରିଥେମାଟୋସ୍ (SLE) କିମ୍ବା ଲୁପୁସ ବୃକ୍‌କ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ଅନ୍ୟାନ୍ୟ ଚିକିତ୍ସା ସ‌ହିତ ଏହା ବ୍ୟବହୃତ ହୁଏ, ଯେତେବେଳେ ସେଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ । [] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ |।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ, ତରଳ ଝଡ଼ା ଏବଂ ହର୍ପିସ ଜୋଷ୍ଟର ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି, ଅବସାଦ ଏବଂ ଆନାଫାଇଲକ୍ସିସ୍ ହୋଇପାରେ । [] [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ବି-ସେଲ୍ ଆକ୍ଟିଭିଟିଙ୍ଗ୍ ଫ୍ୟାକ୍ଟର୍ (BAFF)କୁ ମଧ୍ୟ ସଂଲଗ୍ନ ଓ ଅବରୋଧ କରି ବି- ଲିମ୍ଫୋସାଇଟ‌ର ଆୟୁଷକୁ ହ୍ରାସ କରେ । []

    ୨୦୧୧ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବେଲିମୁମାବକୁ ଅନୁମୋଦନ କରାଯାଇଥିଲା। [] [] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୪୦୦ ମିଗ୍ରାର ମୂଲ୍ୟ ପ୍ରାୟ ୪୦୫ ଡଲାର ଅଟେ। । []

    1. 1 2 "Belimumab (Benlysta) Use During Pregnancy". Drugs.com. 5 February 2020. Archived from the original on 4 December 2020. Retrieved 29 July 2020.
    2. 1 2 "Benlysta- belimumab injection, powder, lyophilized, for solution Benlysta- belimumab solution". DailyMed. 17 January 2020. Archived from the original on 25 September 2020. Retrieved 29 July 2020.
    3. 1 2 3 "Benlysta EPAR". European Medicines Agency (EMA). Archived from the original on 25 October 2020. Retrieved 29 July 2020.
    4. 1 2 3 "Benlysta- belimumab injection, powder, lyophilized, for solution Benlysta- belimumab solution". DailyMed. 17 January 2020. Archived from the original on 25 September 2020. Retrieved 29 July 2020.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 891. ISBN 978-0857114105.
    6. 1 2 "Benlysta EPAR". European Medicines Agency (EMA). Archived from the original on 25 October 2020. Retrieved 29 July 2020.
    7. "Benlysta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 January 2022.