Jump to content

ବେଟ୍ଟା କୁରୁମ୍ବା ଭାଷା

ଉଇକିପିଡ଼ିଆ‌ରୁ
ବେଟ୍ଟା କୁରୁମ୍ବା ଭାଷା
ଛାଞ୍ଚ:Unbulleted
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳନୀଳଗିରି ପାହାଡ଼ (ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ)
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""e25
ଦ୍ରାବିଡ଼
  • ଦକ୍ଷିଣୀ
    • ଦକ୍ଷିଣୀ I
      • ତାମିଲ–କନ୍ନଡ଼ା
        • ବାଗଡ଼ା-କନ୍ନଡ଼ା
          • କନ୍ନାଡୋଏଡ୍
            • ବେଟ୍ଟା କୁରୁମ୍ବା ଭାଷା
କନ୍ନଡ଼ା ଲିପି
ମାଲାୟାଲମ ଲିପି
ତାମିଲ ଲିପି
ଭାଷା କୋଡ୍
ISO ୬୩୯-୩xub
ଗ୍ଲୋଟୋଲୋଗbett1235
ELPBetta Kurumba

ବେଟ୍ଟା କୁରୁମ୍ବା ଭାଷା (ବେଟ୍ଟା କୁରୁମ୍ବା) ଏକ ଭାରତୀୟ ଭାଷା ଅଟେ । ଏହା କନ୍ନଡ଼ାତାମିଲ ସହିତ ଘନିଷ୍ଠ ଭାବରେ ଜଡ଼ିତ ଏକ ଦ୍ରାବିଡ଼ ଭାଷା[] ଏବଂ ନୀଳଗିରି ପର୍ବତ ତଥା ତାମିଲନାଡ଼ୁ, କର୍ଣ୍ଣାଟକକେରଳର ଆଖପାଖ ଅଞ୍ଚଳରେ ୩୨,୦୦୦ ଲୋକଙ୍କର ଏକ କଥିତ ଭାଷା ଅଟେ ।[] କନ୍ନଡ଼ ଭାଷାରେ ବେଟ୍ଟା ଅର୍ଥ ପାହାଡ଼ ବା ପର୍ବତ ଏବଂ କୁରୁମ୍ବା ଅର୍ଥ ମେଣ୍ଢାପାଳକ ଅଟେ ।

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; "e25" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Shapiro, Michael C.; Schiffman, Harold F. (1981). Language and Society in South Asia. Motilal Banarsidass Publishers. p. 101. ISBN 9788120826076.

ବାହାର ଲିଙ୍କ୍

[ସମ୍ପାଦନା]