Jump to content

ବେକ୍ଲୋମେଟାସୋନ/ଫର୍ମୋଟେରଲ

ଉଇକିପିଡ଼ିଆ‌ରୁ
ବେକ୍ଲୋମେଟାସୋନ/ଫର୍ମୋଟେରଲ
Combination of
Beclometasone dipropionateGlucocorticoid
Formoterol fumarateLong-acting β2 agonist
Clinical data
Trade namesFostair; Fostair Nexthaler; Luforbec, others
SynonymsBeclometasone/eformoterol[]
AHFS/Drugs.comInternational Drug Names
Routes of
administration
Inhalation
Legal status
Legal status

ବେକ୍ଲୋମେଟାସୋନ/ଫର୍ମୋଟେରୋଲ (ଇଂରାଜୀ ଭାଷାରେ Beclometasone/formoterol), ଫୋଷ୍ଟେୟାର ଏହାର ଏକ ବିକ୍ରୟ ନାମ ହେଉଛି ଆଜମା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରଣ ଔଷଧ ।[] ଆଜମା ରୋଗରେ ଏହା ଦୀର୍ଘକାଳୀନ ପ୍ରତିରୋଧ ଏବଂ ହଠାତ୍ ଖରାପ ହେବା ପାଇଁ ବ୍ୟବହୃତ ହୋଇପାରେ | [] ଏହା ଦ୍ୱିତୀୟ ଧାଡିର ଏକ ଚିକିତ୍ସା ।[] ଏହା ପ୍ରଶ୍ୱାସରେ ନେବାଦ୍ୱାରା ବ୍ୟବହୃତ ହୁଏ ।[]

ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ଏଥିରେ ଥିବା ଦୁଇଟି ଔଷଧ ଯୋଗୁ ହୁଏ ।[] ଏଥିମଧ୍ୟରେ ନିମୋନିଆ, ଥ୍ରଶ୍, ଆଲର୍ଜି ପ୍ରତିକ୍ରିୟା, କମ୍ ରକ୍ତ ପୋଟାସିଅମ୍, ମୁଣ୍ଡବିନ୍ଧା, ଗ୍ଲୁକୋମା ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏଥିରେ ବେକ୍ଲୋମାଟାସୋନ ଡାଇପ୍ରୋପିଅନେଟ ନାମକ ଏକ କର୍ଟିକୋଷ୍ଟେରଏଡ୍ ଥାଏ ଏବଂ ଫର୍ମୋଟେରୋଲ ଫୁମାରେଟ ଡିହାଇଡ୍ରେଟ୍ ନାମକ ଦୀର୍ଘ କାର୍ଯ୍ୟକାରୀ β<sub>2</sub> ଆଗୋନିଷ୍ଟ (LABA) ଥାଏ ।[]

୨୦୦୭ ମସିହାରେ ଯୁକ୍ତରାଜ୍ୟରେ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା। [] [] [] ବୁଡେସୋନାଇଡ/ଫର୍ମୋଟେରୋଲର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଅଛି [] ଯୁକ୍ତରାଜ୍ୟରେ ୧୨୦ ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୩୦ ପାଉଣ୍ଡ ଅଟେ | []

  1. 1 2 "Australian Product Information - Fostair 100/6 (Beclometasone dipropionate and formoterol (eformoterol) fumarate dihydrate) pressurised inhalation solution". Therapeutic Goods Administration (TGA). April 2020. Archived from the original on 20 January 2021. Retrieved 22 September 2020.
  2. 1 2 3 4 5 6 7 8 9 "Fostair 100/6 micrograms per actuation pressurised inhalation solution - Summary of Product Characteristics (SmPC)". (emc). 3 March 2020. Archived from the original on 19 July 2020. Retrieved 18 July 2020.
  3. "Fostair 200/6 micrograms per actuation pressurised inhalation solution - Summary of Product Characteristics (SmPC)". (emc). 13 February 2019. Archived from the original on 19 July 2020. Retrieved 18 July 2020.
  4. "Fostair NEXThaler 200 micrograms/6 micrograms per actuation inhalation powder - Summary of Product Characteristics (SmPC)". (emc). 16 April 2019. Archived from the original on 19 July 2020. Retrieved 18 July 2020.
  5. 1 2 BNF 84 (British National Formulary) September 2022 (84 ed.). Pharmaceutical Press. 2022. p. X. ISBN 978-0857114327.
  6. "AusPAR: Beclometasone dipropionate/formoterol (eformoterol) fumarate dihydrate". Therapeutic Goods Administration (TGA). 3 August 2020. Archived from the original on 1 October 2020. Retrieved 22 September 2020.
  7. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.