ବୁନ୍ଦୁ, ଭାରତ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବୁନ୍ଦୁ
city
Country India
StateJharkhand
DistrictRanchi
Government
 • TypeMunicipal corporation
Elevation
337 m (1,106 ft)
Population
 (2011)
 • Total୨୧,୦୫୪
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣJH

ବୁନ୍ଦୁ ,  ଭାରତୀୟ ରାଜ୍ୟ ଝାରଖଣ୍ଡର ରାଁଚୀ ଜିଲ୍ଲାର  ଏକ ସହର ଓ ବିଜ୍ଞାପିତ ଅଞ୍ଚଳ । 

ଭୌଗୋଳିକ ଅବସ୍ଥିତି bho[ସମ୍ପାଦନା]

ବୁନ୍ଦୁର ଭୌଗୋଳିକ ଅବସ୍ଥିତି  23.18°N 85.58°E[୧]  ଠାରେ । ଏହା ସମୁଦ୍ରପତ୍ତାନଠାରୁ 1105 ଫୁଟ ଉପରେ ରହିଛି । ଏହା ରାଁଚୀରୁ ଜାମଶେଦପୁର ଯାଇଥିବା ଜାତୀୟ ରାଜପଥ 33 ଉପରେ ରହିଛି ।ଏହା ଏକ ପ୍ରକୃତିକ ସୋଭା ସମ୍ପନ୍ନ ଅଞ୍ଚଳ । ଏହାର ଚତୁର୍ଦିଗରେ ପର୍ବତ ଓ ଅରଣ୍ୟ ସବୁ ରହିଛି ଓ ଇକତରେ ଦଶାମ ଜଳପ୍ରପାତ ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ଭାବରେ ରହିଛି । 

ଜନସଂଖ୍ୟା [ସମ୍ପାଦନା]

 2001 ଜନଗଣନା ଅନୁସାରେ[୨]ଏଠାରେ ଜନସଂଖ୍ୟା18,505 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 61% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 72%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 4(%ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଏଠାରେ  ଥିଲା । 

ଭାଷା [ସମ୍ପାଦନା]

ଏଠାରେ ସବୁଠାରୁ ଆଦୃତ କଥିତ ଭାଷା ପଞ୍ଚପାରଗଣିଆ ହେଇଥିବା ବେଳେ ଏହାକୁ 75 % ଅଧିବାସୀ ବ୍ୟବହାର କରିଥାନ୍ତି । ଏହା ସହ ଏଠାରେ ହିନ୍ଦୀ ଓ ବେଙ୍ଗଲିର ପ୍ରଚଳନ ରହିଥାଏ । 

ଆଧାର [ସମ୍ପାଦନା]

  1. Falling Rain Genomics, Inc - Bundu
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.