ବୁନ୍ଦୁ, ଭାରତ
ବୁନ୍ଦୁ | |
---|---|
city | |
Country | India |
State | Jharkhand |
District | Ranchi |
Government | |
• Type | Municipal corporation |
Elevation | 337 m (1,106 ft) |
Population (2011) | |
• Total | ୨୧,୦୫୪ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | JH |
ବୁନ୍ଦୁ , ଭାରତୀୟ ରାଜ୍ୟ ଝାରଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର ଓ ବିଜ୍ଞାପିତ ଅଞ୍ଚଳ ।
ଭୌଗୋଳିକ ଅବସ୍ଥିତି bho
[ସମ୍ପାଦନା]ବୁନ୍ଦୁର ଭୌଗୋଳିକ ଅବସ୍ଥିତି 23.18°N 85.58°E[୧] ଠାରେ । ଏହା ସମୁଦ୍ରପତ୍ତାନଠାରୁ 1105 ଫୁଟ ଉପରେ ରହିଛି । ଏହା ରାଁଚୀରୁ ଜାମଶେଦପୁର ଯାଇଥିବା ଜାତୀୟ ରାଜପଥ 33 ଉପରେ ରହିଛି ।ଏହା ଏକ ପ୍ରକୃତିକ ସୋଭା ସମ୍ପନ୍ନ ଅଞ୍ଚଳ । ଏହାର ଚତୁର୍ଦିଗରେ ପର୍ବତ ଓ ଅରଣ୍ୟ ସବୁ ରହିଛି ଓ ଇକତରେ ଦଶାମ ଜଳପ୍ରପାତ ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ଭାବରେ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ[୨]ଏଠାରେ ଜନସଂଖ୍ୟା18,505 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 61% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 72%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 4(%ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଏଠାରେ ଥିଲା ।
ଭାଷା
[ସମ୍ପାଦନା]ଏଠାରେ ସବୁଠାରୁ ଆଦୃତ କଥିତ ଭାଷା ପଞ୍ଚପାରଗଣିଆ ହେଇଥିବା ବେଳେ ଏହାକୁ 75 % ଅଧିବାସୀ ବ୍ୟବହାର କରିଥାନ୍ତି । ଏହା ସହ ଏଠାରେ ହିନ୍ଦୀ ଓ ବେଙ୍ଗଲିର ପ୍ରଚଳନ ରହିଥାଏ ।
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Bundu
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.