ବୁଦ୍ଧିଆ ସିଂହ - ବର୍ଣ୍ଣ ଟୁ ରନ

ଉଇକିପିଡ଼ିଆ‌ରୁ

ବୁଦ୍ଧିଆ ସିଂହ - ବର୍ଣ୍ଣ ଟୁ ରନ ୨୦୧୬ ମସିହାରେ ତିଆରି ଏକ ହିନ୍ଦୀ ଚଳଚ୍ଚିତ୍ର । ଏହା ଶିଶୁ ଧାବକ ବୁଦ୍ଧିଆ ସିଂହଙ୍କ ଜୀବନ ଉପରେ ପର୍ଯବଶିତ । ସୌମେନ୍ଦ୍ର ପାଢ଼ୀଙ୍କ ରଚିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମନୋଜ ବାଜପେୟୀ, ତିଳୋତ୍ତମା ସୋମେମାଷ୍ଟର ମୟୂର ଅଭିନୟ କରୁଛନ୍ତି ।[୧] ଭାୟାକମ୧୮ ମୋସନ ପିକ୍ଚରସ ଓ କୋଡ଼ ରେଡ଼ ଫିଲ୍ମସ ପ୍ରୋଡ଼କ୍ସନ୍ସଦ୍ୱାରା ଏହା ପ୍ରଯୋଜିତ ।[୨][୩]

ଆଧାର[ସମ୍ପାଦନା]

  1. "Budhia Singh – Born To Run (2016)". Retrieved 17 June 2016.[permanent dead link]
  2. "Manoj Bajpayee starrer Budhia Singh – Born To Run to release in August". Indian Express. 8 June 2016. Retrieved 17 June 2016.
  3. "'Budhia Singh - Born To Run' to release in August". Times of India. 8 June 2016. Retrieved 17 June 2016.