ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ
ଦେଖଣା
(ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଲେଉଟି ଆସିଛି)
| ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ | |
|---|---|
| ଭି ଏସ୍ ଏସ୍ ମେଡିକାଲ | |
ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ( ଭି ଏସ୍ ଏସ୍) ଭେଷଜ ମହାବିଦ୍ୟାଳୟ | |
| ଲକ୍ଷ୍ୟ | କ୍ଷୀପ୍ର ଉଚ୍ଚତର ଦୃଢ଼ (Citius, Altius, Fortius) |
| ସ୍ଥାପିତ | ୧୯୫୯ |
| ପ୍ରକାର | ସରକାରୀ |
| ଡିନ | ସନ୍ତୋଷ କୁମାର ବେହେରା |
| ତଳସ୍ନାତକ | ୧୫୦ (ଭେଷଜ) |
| ଅବସ୍ଥାନ | ବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ |
| ପରିସର | ନଗର |
| ଅନୁବନ୍ଧନ | ଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.) |
| ୱେବସାଇଟ | vssmedical.net |
ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ( ଭି ଏସ୍ ଏସ୍ ମେଡିକାଲ) ପଶ୍ଚିମ ଓଡ଼ିଶାର ମୁଖ୍ୟ ତଥା ବୃହତ୍ତମ ଚିକିତ୍ସାଳୟ ତଥା ଭେଷଜ ମହାବିଦ୍ୟାଳୟ। ୧୯୫୯ରେ ସ୍ଥାପିତ ଏହି ଅନୁଷ୍ଠାନଟି ଓଡ଼ିଶାର ଦ୍ୱିତୀୟ ଭେଷଜ ମହାବିଦ୍ୟାଳୟ ଅଟେ। ସମ୍ବଲପୁର ସହରର ନିକଟବର୍ତୀ ହୀରାକୁଦ ବନ୍ଧର ପାଦଦେଶରେ ଥିବା ବୁର୍ଲା ସହରରେ ଏହାର ପରିସର ଅବସ୍ଥିତ।