Jump to content

ବୀର କିଶୋର ରାୟ

ଉଇକିପିଡ଼ିଆ‌ରୁ
(Bira Kishore Rayରୁ ଲେଉଟି ଆସିଛି)
ବୀର କିଶୋର ରାୟ
ଜନ୍ମ
ବୀର କିଶୋର ରାୟ
ମୃତ୍ୟୁ୨୬ ଜୁଲାଇ ୧୯୫୮
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି
ବୈବାହିକ-ସାଥୀଲତିକା ରାୟ[]

ବୀର କିଶୋର ରାୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ।[] ୧୯୪୮ ମସିହା ଜୁଲାଇ ୨୬ତାରିଖରେ ସେ ଏହି ପଦବୀରେ ନିଯୁକ୍ତହୋଇ ୩୦ ଅକ୍ଟୋବର ୧୯୫୧ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[] ଏହା ପୂର୍ବରୁ ସେ ଓଡ଼ିଶାର ପ୍ରଥମ ଆଡଭୋକେଟେ ଜେନେରାଲ ଓ ପଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[]

୧୯୫୮ ମସିହା ଜୁଲାଇ ୨୬ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦଶମ ଜନ୍ମତିଥିରେ ବୀର କିଶୋର ରାୟଙ୍କର ତିରୋଧାନ ଘଟିଥିଲା ।[]

  1. Justice Harihar Mahapatra (15 February 2011). My Life, My Work. Allied Publishers. pp. 260–. ISBN 978-81-8424-640-7.
  2. http://www.orissahighcourt.nic.in/cjudgesret.asp
  3. http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
  4. http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
  5. http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg