Topic on ବ୍ୟବହାରକାରୀଙ୍କ ଆଲୋଚନା:Prateek Pattanaik

Ssgapu22 (ଆଲୋଚନାଅବଦାନ)

ପରମ ବରୀ ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୧୫ ସେପ୍ଟେମ୍ବର - ୨୦ ସେପ୍ଟେମ୍ବର ୨୦୨୩ ଅଧିକ ଜାଣନ୍ତୁ!

ଆସନ୍ତା ୧୫ ସେପ୍ଟେମ୍ବରରୁ ଓଡ଼ିଆ ଉଇକପିଡ଼ିଆରେ ପରମ ବୀର ଚକ୍ର ଗଣସମ୍ପାଦନା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକମାନଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ ।

ଏହି ଗଣ-ସମ୍ପାଦନାରେ ଆପଣଙ୍କର ସହଯୋଗ ଅତ୍ୟନ୍ତ କାମ୍ୟ । ସମୟ ବାହାର କରି ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ ।

ଅଂଶଗ୍ରହଣ କରନ୍ତୁ ପ୍ରସଙ୍ଗ ତାଲିକା ଦେଖନ୍ତୁ ନିୟମାବଳୀ

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)

"ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ"ଙ୍କୁ ଉତ୍ତର