Topic on ଉଇକିପିଡ଼ିଆ:ଆଲୋଚନା ସଭା

କମ୍ୟୁନିଟି ସ୍ଟ୍ରାଟେଜି ଲିଏଜନ ପାଈଁ ପ୍ରସ୍ତାବ

5
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧନ ହୋଇ ଯାଇଛି

Jnanaranjan sahu (ଆଲୋଚନାଅବଦାନ)

ମତେ ନିକଟ ଅତୀତରେ ସ୍ଟ୍ରାଟେଜି ଲିଏଜନ ହେବା ପାଈଁ ନିମନ୍ତ୍ରଣ କରାଯାଇଛି । ଏହାର ମୁଖ୍ୟ ଭୁମିକା ଇଉଜର ଗ୍ରୁପ ଏବଁ ମୁଭମେଣ୍ଟ ସ୍ଟ୍ରାଟେଜି ଭିତରେ ଯୋଗାଯୋଗ ରଖିବା । ଏହା ଛଡା ଅନ୍ୟାନ୍ୟ ଦାଇତ୍ୱ ବି ଅଛି । ସେ ବିଷୟରେ ଜାଣିବା ପାଇଁ ଏହି ଲିଙ୍କ ଦେଖନ୍ତୁ । ମତାମତ ଦେବାକୁ ଅନୁରୋଧ ।

Ssgapu22 (ଆଲୋଚନାଅବଦାନ)

ହଁ ଏଥିରେ ଆପଣ ଯୋଗଦେଲେ ଭଲ ହେବ ବୋଲି ମୋତେ ଲାଗୁଚି ।

Hellohappy (ଆଲୋଚନାଅବଦାନ)

ଜ୍ଞାନବାବୁଙ୍କୁ ସମର୍ଥନ । ସେ ଭଲ କାମ କରିବେ ବୋଲି ଦୃଢ଼ ବିଶ୍ୱାସ ।

Psubhashish (ଆଲୋଚନାଅବଦାନ)

ଜ୍ଞାନବାବୁଙ୍କୁ ସମର୍ଥନ!

Soumendrak (ଆଲୋଚନାଅବଦାନ)

 ସମର୍ଥନ