ବିଶ୍ୱ ଆର୍ଦ୍ରଭୂମି ଦିବସ
Jump to navigation
Jump to search
ପ୍ରତିବର୍ଷ ଫେବୃଆରୀ ମାସ ୨ତାରିଖ ଦିନ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯାଏ । ଆର୍ଦ୍ରଭୂମି ଓ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆର୍ଦ୍ରଭୂମି ହେଉଛି ଅଗଭୀର ଜଳର ବିସ୍ତୃତି ଯାହାର ନିମ୍ନ ଭାଗରେ ଉଦ୍ଭିଦଜଗତର ସ୍ଥିତି ଥାଏ
ସମଗ୍ର ବିଶ୍ୱରେ ୧୯୯୮ଟି ଆର୍ଦ୍ରଭୂମି ଅଞ୍ଚଳକୁ ମାନ୍ୟତା ମିଳିଥିବାବେଳେ ସେଥିରୁ ଓଡ଼ିଶାରେ ୨ଟି ରହିଛି: ପ୍ରଥମଟି ଭିତରକନିକା ଓ ଅନ୍ୟଟି ଚିଲିକା ।