"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
୧,୨୬୮ ବାଇଟଗୁଡିକ ଯୋଡାଗଲା ,  ୪ ମାସ ପୂର୍ବେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ ଭିଜୁଆଲ ସମ୍ପାଦନା
*ପ୍ରକୃତ ପେଚା କୁଳ: [[ଷ୍ଟ୍ରିଙ୍ଗିଡେ]] ଏବଂ
*ଚୋକଡ ପେଚା କୁଳ: [[ଟାଇଟୋନିଡେ]] ।
 
==ସଂରକ୍ଷଣ ସ୍ଥିତି==
[[Image:Bubo scandiacus (Linnaeus, 1758) Male.jpg]]
 
ସମସ୍ତ ପେଚାମାନଙ୍କୁ [[ଲୁପ୍ତପ୍ରାୟ ପଶୁ ଓ ପକ୍ଷୀମାନଙ୍କର ଅବୈଧ ବାଣିଜ୍ଯ ନିମନ୍ତେ ଅନ୍ତର୍ରାଷ୍ଟ୍ରୀୟ ସନ୍ଧି]]ର ଅନୁଚ୍ଛେଦ-IIରେ ଲିପିବଦ୍ଧ । ଅବଶ୍ଯ ପେଚାମାନଙ୍କ ଶିକାର ଏକ ଚିରାଚରିତ ଘଟଣା, କିନ୍ତୁ ୨୦୦୮ରେ ମାଲେସିଆର ଏକ ଖବର ଦର୍ଶାଉଛି ଯେ ପେଚା ଶିକାର ବଢ଼ି ଚାଲିଛି । ୨୦୦୮ ମସିହା ନଭେମ୍ବର ମାସରେ ମାଲେସୀୟ ଅନ୍ତରୀପରୁ ୯୦୦ଟି ପେଚାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରିତ ଜୀବ ମଧ୍ଯରେ ମୃତ ଚୋକଡା ପେଚା, ଦାଗଥିବା ଜଙ୍ଗଲୀ ପେଚା, ମୁକୁଟୀୟ ସର୍ପଚିଲ, ଚିଲ ଏବଂ ମାଠିଆ ଜଙ୍ଗଲୀ ପେଚା ତଥା ୭୦୦୦ ଜୀବନ୍ତ ଝିଟିପିଟି ଆଦି ଥିଲେ ।
 
==ବିବରଣୀ==
୧,୫୬୭

ଗୋଟି ସମ୍ପାଦନା

ଦିଗବାରେଣି ମେନୁ