"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) ଟିକେ ଉପକ୍ରମର ଲେଖା ଉଇକିପିଡ଼ିଆ ବାବଦରେ ଥିଲା ଓଡ଼ିଆ ଉଇକିପିଡ଼ିଆ ବାବଦରେ ଲେଖାଗଲା |
Psubhashish (ଆଲୋଚନା | ଅବଦାନ) No edit summary |
||
୧୯ କ ଧାଡ଼ି: | ୧୯ କ ଧାଡ଼ି: | ||
|current status = ଅନଲାଇନ |
|current status = ଅନଲାଇନ |
||
}} |
}} |
||
'''ଓଡ଼ିଆ ଉଇକିପିଡ଼ିଆ''' ({{lang-or|{{#property:P1448}}}}) ('''orwiki''' ନାମରେ ମଧ୍ୟ ଜଣା) [[ଉଇକିପିଡ଼ିଆ]]ର [[ଓଡ଼ିଆ ଭାଷା|ଓଡ଼ିଆ]] ସଂସ୍କରଣ । ଏହା ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]] [[ୱାର୍ଲ୍ଡ଼ ୱାଇଡ଼ ୱେବ|ୱେବ-ଭିତ୍ତିକ]], [[ମିଳିତ ଲିଖନ|ମିଳିତ ଭାବେ ତିଆରି]] [[ଜ୍ଞାନକୋଷ]] ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ [[ଉଇକିମିଡ଼ିଆ ଫାଉଣ୍ଡେସନ]] ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା<ref>{{cite web|title=Wikipedia’s Oriya Section Celebrated Its Eighth Year|url=https://www.batoi.com/360/odisha/2012/01/26/wikipedias-odia-section-celebrating-its-eighth-year/|work=26 January 2012|publisher=batoi.com|accessdate=20 June 2012}}</ref> ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।<ref name="Wiki"/> |
'''ଓଡ଼ିଆ ଉଇକିପିଡ଼ିଆ''' ({{lang-or|{{#property:P1448}}}}) ('''orwiki''' ନାମରେ ମଧ୍ୟ ଜଣା) [[ଉଇକିପିଡ଼ିଆ]]ର [[ଓଡ଼ିଆ ଭାଷା|ଓଡ଼ିଆ]] ସଂସ୍କରଣ । ଏହା ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]] [[ୱାର୍ଲ୍ଡ଼ ୱାଇଡ଼ ୱେବ|ୱେବ-ଭିତ୍ତିକ]], [[ମିଳିତ ଲିଖନ|ମିଳିତ ଭାବେ ତିଆରି]] [[ଜ୍ଞାନକୋଷ]] ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ [[ଉଇକିମିଡ଼ିଆ ଫାଉଣ୍ଡେସନ]] ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା<ref>{{cite web|title=Wikipedia’s Oriya Section Celebrated Its Eighth Year|url=https://www.batoi.com/360/odisha/2012/01/26/wikipedias-odia-section-celebrating-its-eighth-year/|work=26 January 2012|publisher=batoi.com|accessdate=20 June 2012}}</ref> ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।<ref name="Wiki"/> ଏହା ୨୦ଟି [[ଭାରତର ଭାଷାସମୂହ|ଭାରତୀୟ]] ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।<ref>{{cite web | url=http://www.eindiadiary.com/content/odia-wikipedia-celebrating-its-8th-birthday | title=Oriya Wikipedia celebrating its 8th birthday | publisher=eindiadiary.com | date=January 25, 2012 | accessdate=June 20, 2012}}</ref><ref>{{cite news | url=http://www.hindu.com/2011/04/09/stories/2011040959272000.htm | title=Attempts on to revive Oriya Wikipedia | date=Apr 9, 2011 | agency=[[The Hindu]] | accessdate=June 20, 2012 | author=Renuka Phadnis | location=Mangalore}}</ref> ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।<ref>{{cite web| url=https://or.wikipedia.org/w/index.php?diff=2 | title=ପ୍ରଧାନ ପାତା (in Odia script, i.e. Main Page) |date=3 June 2002|accessdate=25 March 2014}}</ref> |
||
== ଇତିହାସ == |
== ଇତିହାସ == |
୧୦:୫୩, ୨୨ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ୟୁ.ଆର.ଏଲ | or |
---|---|
ସ୍ଳୋଗାନ | ଓଡ଼ିଆ:ଏକ ଖୋଲା ଜ୍ଞାନକୋଷ (The Free Encyclopedia) |
ବ୍ୟବସାୟିକ | ଦାତବ୍ୟ |
ସାଇଟର ପ୍ରକାର | ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ |
ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
ମିଳୁଥିବା ଭାଷା | ଓଡ଼ିଆ |
କଣ୍ଟେଣ୍ଟ ଲାଇସେନ୍ସ | କ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ/ ସେଆର-ଏଲାଇକ ୩.୦ (ଅଧିକାଂଶ ଲେଖା ଦୁଇଟି ଲାଇସେନ୍ସ ଜିଏଫଡିଏଲ ଅଧୀନରେ) ମିଡ଼ିଆର ଲାଇସେନ୍ସ ଅଲଗା ଅଲଗା |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଓଡ଼ିଆ ଉଇକିପିଡ଼ିଆ ସମୂହ |
ଆରମ୍ଭ କରାଯାଇଥିଲା | 3 ଜୁନ 2002 |
ଏବେକାର ସ୍ଥିତି | ଅନଲାଇନ |
ଓଡ଼ିଆ ଉଇକିପିଡ଼ିଆ (ଓଡ଼ିଆ: ଓଡ଼ିଆ ଉଇକିପିଡ଼ିଆ) (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା[୧] ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୨] ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।[୩][୪] ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[୫]
ଇତିହାସ
ଓଡ଼ିଆ ଉଇକିପିଡ଼ିଆ (ଅଥବା ଓଡ଼ିଆ ୱିକିପିଡ଼ିଆ ବା orwiki), ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ। ଏହା ଓଡ଼ିଆରେ ଜ୍ଞାନ ବିତରଣ କରୁଥିବା ଏକ ମାଗଣା ଜ୍ଞାନକୋଷ । ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପଟି ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ୨୦୧୧ ବେଳକୁ ଏଥିରେ ୧୦୦୦ଟି ଲେଖା ଥିଲା । ଏଥିରେ [୨][୬] ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୭]
ଓଡ଼ିଆ ଉଇକିପିଡ଼ିଆରେ ୧୮,୦୨୬ଟି ପ୍ରସଙ୍ଗ ଅଛି ଯାହା ୪୭ ସଚଳ ସଭ୍ୟ ଏବଂ ୩୬,୪୦୫ ବ୍ୟବହାରକାରୀଙ୍କଦ୍ଵାରା ଲେଖାଯାଉଅଛି । | [୨]
ସାଂଖିକ ତଥ୍ୟ
କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ପ୍ରସଙ୍ଗସବୁ | ମୋଟ | ସମ୍ପାଦନା | ପରିଚାଳକଗଣ | ବ୍ୟବହାରକାରୀ | ସକ୍ରିୟ ସଭ୍ୟ | ଛବିସବୁ | ଗଭୀରତା |
---|---|---|---|---|---|---|---|---|---|---|---|
୧୮୯ | ଓଡ଼ିଆ | ଓଡ଼ିଆ | or | ୧୩,୯୫୭ | ୧୩,୯୫୭ | ୩,୨୦,୬୨୪ | ୫ | ୧୭,୬୨୬ | ୫୨ | ୧୧୯ | 206 |
ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:
କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ସମ୍ପାଦନା / ପ୍ରସଙ୍ଗ | ମୋଟ / ପ୍ରସଙ୍ଗ | ବ୍ୟବହାରକାରୀ / ପ୍ରସଙ୍ଗ | ପ୍ରସଙ୍ଗ | ସମ୍ପାଦନା | ମୋଟ | ବ୍ୟବହାରକାରୀ |
---|---|---|---|---|---|---|---|---|---|---|
୪୮ | ଓଡ଼ିଆ | ଓଡ଼ିଆ | ୨୩ | ୪.୩ | ୧.୩ | ୧୩,୯୫୭ | ୩୨୦,୬୧୭ | ୫୯,୭୧୩ | ୧୭,୬୨୪ |
Wikipedia Report Card: summaries for Oriya
ସବିଶେଷ | ତଥ୍ୟ | ବାର୍ଷିକ ବଦଳ | ମାସିକ ବଦଳ |
---|---|---|---|
ମାସିକ ପୃଷ୍ଠା ଦର୍ଶନ | ୨୭୭,୭୪୭ | -- | -- |
ପ୍ରସଙ୍ଗ ସଂଖ୍ୟା | ୧୩,୯୦୮ | +୧୦% | +୧% |
ଦୈନିକ ନୂଆ ପ୍ରସଙ୍ଗ | ୪ | -- | -- |
ମାସିକ ସମ୍ପାଦନା | ୨,୫୨୨ | +୯୮% | -9% |
ସକ୍ରିୟ ସଭ୍ୟ | ୧୫ | -୧୨% | +୫୮% |
ଅତି ସକ୍ରିୟ ସଭ୍ୟ | ୪ | +୩୩% | +0% |
ନୂଆ ଉଇକିଆଳି | ୨ | -- | -- |
ଭାଷାଭାଷୀ | ୩୧,୦୦୦,୦୦୦ | -- | -- |
ଏକ ମିଲିଅନ ଲୋକରେ ଉଇକିଆଳି | 0.୫ | -- | -- |
ଆଧାର
- ↑ "Wikipedia's Oriya Section Celebrated Its Eighth Year". 26 January 2012. batoi.com. Retrieved 20 June 2012.
- ↑ ୨.୦ ୨.୧ ୨.୨ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011.
{{cite web}}
:|author=
has generic name (help) - ↑ "Oriya Wikipedia celebrating its 8th birthday". eindiadiary.com. January 25, 2012. Retrieved June 20, 2012.
- ↑ Renuka Phadnis (Apr 9, 2011). "Attempts on to revive Oriya Wikipedia". Mangalore. The Hindu. Retrieved June 20, 2012.
- ↑ "ପ୍ରଧାନ ପାତା (in Odia script, i.e. Main Page)". 3 June 2002. Retrieved 25 March 2014.
- ↑ Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Retrieved November 6, 2011.
{{cite web}}
:|author=
has generic name (help) - ↑ Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012.
{{cite web}}
:|author=
has generic name (help) - ↑ All Wikipedias ordered by number of articles, List of Wikipedias.
- ↑ List of Wikipedias by edits per article. Accessed 26 August 2007
- ↑ Stats Wikimedia. 3 November 2011
- ↑ Oriya Wikipedia at a glance. September 2011
- ↑ Article count (Official), Oriya Wikipedia