Jump to content

ସାତକୋଶିଆ

ଉଇକିପିଡ଼ିଆ‌ରୁ
୧୨:୧୮, ୨୧ ଅଗଷ୍ଟ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("{{ମୁଣ୍ଡିଆ}} '''ସାତକୋଶିଆ''' ୧୯ ମେ ୧୯୭୬ ରେ ଅଭୟାରଣ୍ୟ ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସାତକୋଶିଆ ୧୯ ମେ ୧୯୭୬ ରେ ଅଭୟାରଣ୍ୟ ର୍ ମାନ୍ୟତା ପାଇଥିଲା।ଅନୁଗୋଳ,ନୟାଗଡ଼,କଟକବୌଦ୍ଧ ଜିଲାର କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଗଠିତ।୭୯୫.୫୨ ବର୍ଗ କି.ମି ପରିବେଷ୍ଟିତ ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବା।