Jump to content

ବର୍ଫାନୀ ଧାମ

ଉଇକିପିଡ଼ିଆ‌ରୁ
୧୦:୨୩, ୫ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Barfani dham") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
barfani dham
बर्फानि धाम अधवा पातालभैरवि मन्दिर्
temple
Country India
StateChhattisgarh
DistrictRajnandgaon
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣCG
Nearest cityDongargarh

ବର୍ଫାନୀ ଧାମ , ଭାରତୀୟ ରାଜ୍ୟ ଛତିଶଗଦ ର ରାଜନନ୍ଦଗାଓ ଠାରେ ଥିବା ଏକ ଶିବ ମନ୍ଦିର । .[]ଏହି ସ୍ଥାନ ଗୁର୍ଗ ସହର ରୁ 40 କିଲୋମିଟର ଦୂରରେ ନାଗପୁର ରାସ୍ତା ରେ ଅବସ୍ଥିତ । ମନ୍ଦିର ଶିଖର ରେ ଏକ ବିଶାଳ ଶିବଲିଙ୍ଗ ରହିବା ସହ ମୁଖ୍ୟା ଦ୍ଵାରା ଆଗରେ ନନ୍ଦୀ ଶଣ୍ଢ ର ପ୍ରତିମୂର୍ତି ରହିଛି। 

ସ୍ଥାପତ୍ୟ 

ମନ୍ଦିର ଟି 3 ଟି ସ୍ତର ରେ ରହିଛି । ପ୍ରଥମ ପ୍ରସ୍ତ ରେ ପାତାଳ ଭୈରବୀ ଙ୍କ ଆସ୍ଥାନ ରହିଥିବା ବେଳେ ଦ୍ଵିତୀୟ ରେ ନବଦୁର୍ଗା ବା ତ୍ରିପୁରା ସୁନ୍ଦରୀ ଓ ତୃତୀୟ ରେ ଭଗବାନ ଶିବ ଙ୍କ ଆସ୍ଥାନ ରହିଛି । 

ଗେଲେରୀ 

ଆଧାର 

  1. {{cite web}}: Empty citation (help)

ବାହ୍ୟ ସଂଯୋଗ