ବର୍ଫାନୀ ଧାମ
ଦେଖଣା
ବର୍ଫାନୀ ଧାମ
बर्फानि धाम अधवा पातालभैरवि मन्दिर् | |
---|---|
temple | |
Country | India |
State | Chhattisgarh |
District | Rajnandgaon |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | CG |
Nearest city | Dongargarh |
ବର୍ଫାନୀ ଧାମ , ଭାରତୀୟ ରାଜ୍ୟ ଛତିଶଗଦର ରାଜନନ୍ଦଗାଓଠାରେ ଥିବା ଏକ ଶିବ ମନ୍ଦିର । .[୧] ଏହି ସ୍ଥାନ ଗୁର୍ଗ ସହରରୁ 40 କିଲୋମିଟର ଦୂରରେ ନାଗପୁର ରାସ୍ତାରେ ଅବସ୍ଥିତ । ମନ୍ଦିର ଶିଖରରେ ଏକ ବିଶାଳ ଶିବଲିଙ୍ଗ ରହିବା ସହ ମୁଖ୍ୟାଦ୍ୱାରା ଆଗରେ ନନ୍ଦୀ ଶଣ୍ଢର ପ୍ରତିମୂର୍ତି ରହିଛି।
ସ୍ଥାପତ୍ୟ
[ସମ୍ପାଦନା]ମନ୍ଦିରଟି 3ଟି ସ୍ତରରେ ରହିଛି । ପ୍ରଥମ ପ୍ରସ୍ତରେ ପାତାଳ ଭୈରବୀଙ୍କ ଆସ୍ଥାନ ରହିଥିବା ବେଳେ ଦ୍ୱିତୀୟରେ ନବଦୁର୍ଗା ବା ତ୍ରିପୁରା ସୁନ୍ଦରୀ ଓ ତୃତୀୟରେ ଭଗବାନ ଶିବଙ୍କ ଆସ୍ଥାନ ରହିଛି ।
ଗ୍ୟାଲେରି
[ସମ୍ପାଦନା]-
gate of barfani dham
-
details board
-
temple
-
Nandi (bull)
-
pathal bhairavi
-
Shiva statue
-
view of barfani dham from distance
-
Tripura Sundari
ଆଧାର
[ସମ୍ପାଦନା]- ↑ "This page is about Durg, Bhilai, Rajnandgaon, Dongargarh, Kabirdham, Kawardha". cgonthenet.in. Archived from the original on 18 May 2015. Retrieved 16 May 2015.