ବର୍ଫାନୀ ଧାମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବର୍ଫାନୀ ଧାମ
बर्फानि धाम अधवा पातालभैरवि मन्दिर्
temple
Country India
StateChhattisgarh
DistrictRajnandgaon
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣCG
Nearest cityDongargarh

ବର୍ଫାନୀ ଧାମ , ଭାରତୀୟ ରାଜ୍ୟ ଛତିଶଗଦର ରାଜନନ୍ଦଗାଓଠାରେ ଥିବା ଏକ ଶିବ ମନ୍ଦିର । .[୧] ଏହି ସ୍ଥାନ ଗୁର୍ଗ ସହରରୁ 40 କିଲୋମିଟର ଦୂରରେ ନାଗପୁର ରାସ୍ତାରେ ଅବସ୍ଥିତ । ମନ୍ଦିର ଶିଖରରେ ଏକ ବିଶାଳ ଶିବଲିଙ୍ଗ ରହିବା ସହ ମୁଖ୍ୟାଦ୍ୱାରା ଆଗରେ ନନ୍ଦୀ ଶଣ୍ଢର ପ୍ରତିମୂର୍ତି ରହିଛି। 

ସ୍ଥାପତ୍ୟ [ସମ୍ପାଦନା]

ମନ୍ଦିରଟି 3ଟି ସ୍ତରରେ ରହିଛି । ପ୍ରଥମ ପ୍ରସ୍ତରେ ପାତାଳ ଭୈରବୀଙ୍କ ଆସ୍ଥାନ ରହିଥିବା ବେଳେ ଦ୍ୱିତୀୟରେ ନବଦୁର୍ଗା ବା ତ୍ରିପୁରା ସୁନ୍ଦରୀ ଓ ତୃତୀୟରେ ଭଗବାନ ଶିବଙ୍କ ଆସ୍ଥାନ ରହିଛି । 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. "This page is about Durg, Bhilai, Rajnandgaon, Dongargarh, Kabirdham, Kawardha". cgonthenet.in. Archived from the original on 18 May 2015. Retrieved 16 May 2015.

ବାହାର ଲିଙ୍କ [ସମ୍ପାଦନା]