ବାହୁଳା
Bahula
বহুলা | |
---|---|
Town | |
Country | India |
State | West Bengal |
District | Barddhaman |
Population (2001) | |
• Total | ୧୬,୨୬୪ |
Languages | |
Time zone | UTC+5:30 (IST) |
PIN | 713322 |
Telephone code | 91 341 2666 |
Lok Sabha constituency | Asansol |
Website | bardhaman |
ବାହୁଳା , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ଦିନାଜପୁର ସବ୍ଡିଭିଜନ ଅନ୍ତର୍ଗତ ଅଣ୍ଡାଳ ଥାନା [୧]ଅଞ୍ଚଳ ରେ ଥିବା ଏକ ଗ୍ରାମ ।
ଭୌଗୋଳିକ ଅବସ୍ଥିତି
ବହୁଳା ର ଭୌଗୋଳିକ ଅବସ୍ଥିତି 23°39′27″N 87°11′46″E / 23.657419°N 87.195974°E.
ଆଶଂସୋଲ ଓ ଦୁର୍ଗାପୁର ଅଞ୍ଚଳ ରେ 2 ଟି ବିଶାଳ ନଦୀ ସାମନ୍ତରାଳ ଭାବରେ ପ୍ରବାହିତ । ଦୁଇ ନଦୀ ମଧ୍ୟ ରେ ହାରାହାରି ଦୁରତ୍ଵ 30 କିଲୋମିଟର ରହିଥାଏ । ଏହି ଅଞ୍ଚଳ ଟି ଆବହମାନ କାଳ ରୁ ଘଞ୍ଚ ଅରଣ୍ୟ ରେ ପରିୟପୂର୍ଣ ରହିଛି । ଏଠାରେ ଡକାଯତ ମାନେ ଟଙ୍କାରା ଆଧିପତ୍ୟ ବିସ୍ତାର କରିଥାନ୍ତି । ଏହି ଅଞ୍ଚଳ ରେ କୋଇଲା ଥିବାର ଅବସ୍କୃତ ହେଲା ପରେ ଏହି ଅଞ୍ଚଳ ରେ ଶିଳ୍ପାୟନ କାର୍ଯ୍ୟ ଆରଭ ହେଇଥିଲା ଓ ଫଳତଃ ଅନେକ ଜଙ୍ଗଲ ସଫା କରାଯାଇ ଶିଳ୍ପାନୁଷ୍ଠାନ ମାନ ଗଢି ଉଠିଥିଲା .[୨]
Demographics
ସେମିଲିଗୁଡା ର ଜନସଂଖ୍ୟା 2011 ଜନଗଣନାରେ 16,264 ରହିଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 55% ହେଇଥିବା ସମୟ ରେ ମହିଳା ସଂଖ୍ୟା 45% ଥିଲା । ଏଠାକାର ସାକ୍ଷ୍ୟରତା ହାର 58% ଥିଲା ଯାହା ଜାତୀୟ ର ହାର59.5% ଠାରୁ କମ । ଏଠାରେ 6 ବର୍ଷ ରୁ କମ ଆବାଦୀ 13.% ରହିଥିଲା । ଶକ୍ତି ପିଠ ଏହା ପୁରାଣ ବରଣିତ 51 ଟି ଶକ୍ତି ପୀଠ ମଧ୍ୟ ରୁ ଅନ୍ୟତମ ।
ଅର୍ଥନୈତିକ ସ୍ଥିତି
ଏହି ଅଞ୍ଚଳ ରେ କୋଇଲା ଖଣି ଥିବାରୁ ତାହା ସ୍ଥାନୀୟ ଆଦିବାସୀ ବକ ଜୀବିକା ପାଇଁ ମୁଖ୍ୟ ଅବଦାନ ଦେଇଥାଏ । [୩] ଏହା ସହ କିଛି ଇଂଜିନିଯରିଂ କାର୍ମଶାଳା ମଧ୍ୟ ରହିଛି । .[୪]
ଶିକ୍ଷ୍ୟା
ବାହୁଳା ରେ ପ୍ରାଥମିକ ଓ ଉଛ ମାଧ୍ଯମିକ ସ୍ତର ର ହାଇ ସ୍କୁଲ ରହିଛି । [୫]
ଆଧାର ସମୂହ
- ↑ District-wise list of stautory towns Archived September 30, 2007, at the Wayback Machine.
- ↑ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.
- ↑ Parliament Questions
- ↑ Chattopadhyay, Akkori, p 364
- ↑ 7th All-India School Education Survey 2003