ବାହୁଳା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାହୁଲା
বহুলা
Town
Country India
StateWest Bengal
DistrictBarddhaman
Population
 (2001)
 • Total୧୬,୨୬୪
Languages
Time zoneUTC+5:30 (IST)
PIN
713322
Telephone code91 341 2666
Lok Sabha constituencyAsansol
Websitebardhaman.gov.in

ବାହୁଳା ,  ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଦିନାଜପୁର ସବ୍ଡିଭିଜନ ଅନ୍ତର୍ଗତ ଅଣ୍ଡାଳ ଥାନା [୧]

ଅଞ୍ଚଳରେ ଥିବା ଏକ ଗ୍ରାମ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବହୁଳାର ଭୌଗୋଳିକ ଅବସ୍ଥିତି  23°39′27″N 87°11′46″E / 23.657419°N 87.195974°E / 23.657419; 87.195974.

ଆଶଂସୋଲ ଓ ଦୁର୍ଗାପୁର ଅଞ୍ଚଳରେ 2ଟି ବିଶାଳ ନଦୀ ସାମନ୍ତରାଳ ଭାବରେ ପ୍ରବାହିତ । ଦୁଇ ନଦୀ ମଧ୍ୟରେ ହାରାହାରି ଦୁରତ୍ୱ 30 କିଲୋମିଟର ରହିଥାଏ । ଏହି ଅଞ୍ଚଳଟି ଆବହମାନ କାଳରୁ ଘଞ୍ଚ ଅରଣ୍ୟରେ ପରିୟପୂର୍ଣ ରହିଛି । ଏଠାରେ ଡକାଯତମାନେ ଟଙ୍କାରା ଆଧିପତ୍ୟ ବିସ୍ତାର କରିଥାନ୍ତି । ଏହି ଅଞ୍ଚଳରେ କୋଇଲା ଥିବାର ଅବସ୍କୃତ  ହେଲା ପରେ ଏହି ଅଞ୍ଚଳରେ ଶିଳ୍ପାୟନ କାର୍ଯ୍ୟ ଆରଭ ହେଇଥିଲା ଓ ଫଳତଃ ଅନେକ ଜଙ୍ଗଲ ସଫା କରାଯାଇ ଶିଳ୍ପାନୁଷ୍ଠାନ ମାନ ଗଢ଼ି ଉଠିଥିଲା .[୨]

Demographics[ସମ୍ପାଦନା]

ସେମିଲିଗୁଡାର ଜନସଂଖ୍ୟା 2011 ଜନଗଣନାରେ[୩] 16,264 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 55% ହେଇଥିବା ସମୟରେ ମହିଳା ସଂଖ୍ୟା 45% ଥିଲା ।  ଏଠାକାର ସାକ୍ଷ୍ୟରତା ହାର 58% ଥିଲା ଯାହା ଜାତୀୟର ହାର59.5%ଠାରୁ କମ । ଏଠାରେ 6 ବର୍ଷରୁ କମ ସଂଖ୍ୟା 13.% ରହିଥିଲା ।

ଶକ୍ତି ପିଠ [ସମ୍ପାଦନା]

ଏହା ପୁରାଣ ବରଣିତ 51ଟି ଶକ୍ତି  ପୀଠ ମଧ୍ୟରୁ ଅନ୍ୟତମ । [୪] 

ଅର୍ଥନୈତିକ ସ୍ଥିତି [ସମ୍ପାଦନା]

 ଏହି ଅଞ୍ଚଳରେ କୋଇଲା ଖଣି ଥିବାରୁ ତାହା ସ୍ଥାନୀୟ ଆଦିବାସୀ ବକ ଜୀବିକା ପାଇଁ ମୁଖ୍ୟ ଅବଦାନ ଦେଇଥାଏ । [୫]  ଏହା ସହ କିଛି ଇଂଜିନିଯରିଂ କାର୍ମଶାଳା ମଧ୍ୟ ରହିଛି । .[୬]

ଶିକ୍ଷା[ସମ୍ପାଦନା]

ବାହୁଳାରେ ପ୍ରାଥମିକ ଓ ଉଛ ମାଧ୍ଯମିକ ସ୍ତରର ହାଇ ସ୍କୁଲ ରହିଛି । [୭]

ଆଧାର  ସମୂହ [ସମ୍ପାଦନା]

  1. District-wise list of stautory towns Archived September 30, 2007, at the Wayback Machine.
  2. Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.), ଛାଞ୍ଚ:Bn icon, Vol I, pp 14-15, Radical Impression. ISBN 81-85459-36-3
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  4. 3 Bahula, on the banks of Ajay river at Ketugram, 8 km from Katwa, https://en.wikipedia.org/wiki/Shakti_Peetha
  5. Parliament Questions
  6. Chattopadhyay, Akkori, p 364
  7. 7th All-India School Education Survey 2003