ନେଦୁଙ୍ଗୋଲମ
Nedungolam
നെടുങ്ങോലം Nedumgolam | |
---|---|
Neighbourhood | |
Country | India |
State | Kerala |
District | Kollam |
Civic body | Paravur Municipality |
Government | |
• Type | Municipal council |
• Body | Paravur Municipality |
Languages | |
Time zone | UTC+5:30 (IST) |
PIN | 691334 |
Telephone code | 0474 |
ଯାନବାହାନ ପଞ୍ଚୀକରଣ | KL-02 |
Nearest city | Kollam - 18 km |
Website | www www |
ନେଦୁଙ୍ଗୋଲମ(ମାଲୟାଲମ: നെടുങ്ങോലം) ଭାରତୀୟ ରାଜ୍ୟ କେରଲ ର ଉତ୍ତର ସୀମା ରେ ଥିବା ଏକ ସହର । ଏହା କୋଲଲାମ ଜିଲ୍ଲା ର ଏକ ମୁନିସିପାଲିଟି । କୋଲଲାମ ରେ ଥିବା ବିଶ୍ଵ ବିଖ୍ୟାତ ଆର୍ଦ୍ରଭୂମି ପୋଲାଚିରା ଅଞ୍ଚଳ ନିକଟ ରେ ଏହା ରହିଛି । 2003 ମସିହା ର ସର୍ଭେ ଅନୁସାରେ ଏଠାକୁ 26,000 ପକ୍ଷୀ ଆଗମନ[୧] ହେଇଥିଲା ଓ ସେମାନେ 37 ଟି ପ୍ରଜାତି ର ଥିଲେ । ସେ ମଧ୍ୟ ରୁ କିଛି ଏଠାରେ ସ୍ଥାୟୀ ଭାବରେ ରହୁଥିବା ବେଳେ ବିଦେଶ ରୁ ଅନେକ ଆସିଥାନ୍ତି । .[୨]
ନେଦୁଙ୍ଗୋଲମ ର ବଇଶିଷ୍ଟ
ନେଦୁଙ୍ଗୋଲମ ସହର ରେ ଦୁଇଟି ମୁଖ୍ୟ ଜଙ୍କସନ ରହିଛି । [୩] ଏହାର ମୁଖ୍ୟ ଆକର୍ଷଣ ପକ୍ଷୀ ଅଭୟାରଣ୍ୟ । ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ବହୁ ସଂଖ୍ୟା ରେ ଆବାସ ରହିଛି ।[୪] ସମୁଦ୍ର ର ସୁନ୍ଦର ବେଳାଭୂମି ମଧ୍ୟ ଏଠାକାର ଏକ ବିଶେଷ ଆକର୍ଷଣ । ହସପିଟାଲ , ହିନ୍ଦୁ ପ୍ରାଚୀନ ମନ୍ଦିର ବେଙ୍କ ସେବା ସବୁ ଏଠାରେ ରହିଛି । [୫]
- ଏକୁଆସେରେନ ରେସର୍ଟ
- ଫ୍ରାଗ୍ରନ୍ତ ନେଚର ହସ୍ପିଟାଲ
[୬] - ପରାଭୂର ର ଶାନ୍ତ ବେଳାଭୂମି
ଯାତାୟାତ
ଏଠାରୁ 18 କିଲୋମିଟର ଦୂର କୋଲଲାମ ସହର ଓ ପରାଭୂର 4 କିଲୋମିଟର ଦୂରରେ ରହିଛି । ରାସ୍ତା ପଥ ଦେଇ ପର୍ଯ୍ୟାପ୍ତ ଗମନାଗାନ ସୁବିଧା ଏଠାରେ ଉପଲବ୍ଧ । ନିକଟସ୍ଥ ବିମାନ ବନ୍ଦର ଥିରୁଭ୍ୟାନନାଥପୁରମ ଠାରେ ଅବସ୍ଥିତ । ଏହା ଏଠାରୁ 57 କିଲୋମିଟର ଦୂର ବର୍ତୀ ।
ପୁନଶ୍ଚ ଦେଖଣା
- Paravur
- Paravur Railway Station
- Pozhikkara
- Thekkumbhagam
- Kollam
- Paravur Kayal
- Kollam District