ନେଦୁଙ୍ଗୋଲମ
Nedungolam
നെടുങ്ങോലം Nedumgolam | |
|---|---|
Neighbourhood | |
Entrance of Taluk Hospital, Paravur, Kollam | |
| Country | |
| State | Kerala |
| District | Kollam |
| Civic body | Paravur Municipality |
| Government | |
| • Type | Municipal council |
| • Body | Paravur Municipality |
| Languages | |
| Time zone | UTC+5:30 (IST) |
| PIN | 691334 |
| Telephone code | 0474 |
| ଯାନବାହାନ ପଞ୍ଚୀକରଣ | KL-02 |
| Nearest city | Kollam - 18 km |
| Website | www www |
ନେଦୁଙ୍ଗୋଲମ(ମାଲୟାଲମ: നെടുങ്ങോലം) ଭାରତୀୟ ରାଜ୍ୟ କେରଲର ଉତ୍ତର ସୀମାରେ ଥିବା ଏକ ସହର । ଏହା କୋଲଲାମ ଜିଲ୍ଲାର ଏକ ମୁନିସିପାଲିଟି । କୋଲଲାମରେ ଥିବା ବିଶ୍ୱ ବିଖ୍ୟାତ ଆର୍ଦ୍ରଭୂମି ପୋଲାଚିରା ଅଞ୍ଚଳ ନିକଟରେ ଏହା ରହିଛି । 2003 ମସିହାର ସର୍ଭେ ଅନୁସାରେ ଏଠାକୁ 26,000 ପକ୍ଷୀ ଆଗମନ[୧] ହେଇଥିଲା ଓ ସେମାନେ 37ଟି ପ୍ରଜାତିର ଥିଲେ । ସେ ମଧ୍ୟରୁ କିଛି ଏଠାରେ ସ୍ଥାୟୀ ଭାବରେ ରହୁଥିବା ବେଳେ ବିଦେଶରୁ ଅନେକ ଆସିଥାନ୍ତି । .[୨]
ନେଦୁଙ୍ଗୋଲମର ବଇଶିଷ୍ଟ
[ସମ୍ପାଦନା]ନେଦୁଙ୍ଗୋଲମ ସହରରେ ଦୁଇଟି ମୁଖ୍ୟ ଜଙ୍କସନ ରହିଛି । [୩] ଏହାର ମୁଖ୍ୟ ଆକର୍ଷଣ ପକ୍ଷୀ ଅଭୟାରଣ୍ୟ । ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ବହୁ ସଂଖ୍ୟାରେ ଆବାସ ରହିଛି ।[୪] ସମୁଦ୍ରର ସୁନ୍ଦର ବେଳାଭୂମି ମଧ୍ୟ ଏଠାକାର ଏକ ବିଶେଷ ଆକର୍ଷଣ । ହସପିଟାଲ , ହିନ୍ଦୁ ପ୍ରାଚୀନ ମନ୍ଦିର ବେଙ୍କ ସେବା ସବୁ ଏଠାରେ ରହିଛି । [୫]
- ଏକୁଆସେରେନ ରେସର୍ଟ
- ଫ୍ରାଗ୍ରନ୍ତ ନେଚର ହସ୍ପିଟାଲ
[୬] - ପରାଭୂରର ଶାନ୍ତ ବେଳାଭୂମି
ଯାତାୟତ
[ସମ୍ପାଦନା]ଏଠାରୁ 18 କିଲୋମିଟର ଦୂର କୋଲଲାମ ସହର ଓ ପରାଭୂର 4 କିଲୋମିଟର ଦୂରରେ ରହିଛି । ରାସ୍ତା ପଥ ଦେଇ ପର୍ଯ୍ୟାପ୍ତ ଗମନାଗାନ ସୁବିଧା ଏଠାରେ ଉପଲବ୍ଧ । ନିକଟସ୍ଥ ବିମାନ ବନ୍ଦର ଥିରୁଭ୍ୟାନନାଥପୁରମଠାରେ ଅବସ୍ଥିତ । ଏହା ଏଠାରୁ 57 କିଲୋମିଟର ଦୂର ବର୍ତୀ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Paravur
- Paravur Railway Station
- Pozhikkara
- Thekkumbhagam
- Kollam
- Paravur Kayal
- Kollam District
ଆଧାର
[ସମ୍ପାଦନା]- ↑ "India Social Website". Archived from the original on 2005-02-15. Retrieved 2017-01-02.
- ↑ "Hindu Online National Daily". Archived from the original on 2003-07-03. Retrieved 2017-01-02.
- ↑ Nedungolam in Google Map
- ↑ Coastal Zone Management
- ↑ Nedungolam Post office[permanent dead link]
- ↑ Fragrant Nature Resort, Paravur - Tripadvisor.in