ପୋଝିକାରା
Pozhikkara
പൊഴിക്കര Pozhikara | |
---|---|
Neighbourhood | |
Country | India |
State | Kerala |
District | Kollam |
Civic body | Paravur Municipality |
Languages | |
Time zone | UTC+5:30 (IST) |
PIN | 691301 |
Telephone code | 0474 |
ଯାନବାହାନ ପଞ୍ଚୀକରଣ | KL-02 |
Nearest city | Kollam - 14 km |
Nearest town | Paravur - 2 km |
Website | www www |
ପୋଝିକାରା (ମାଲୟାଲମ: പൊഴിക്കര) ଭାରତୀୟ ରାଜ୍ୟ କେରଲ ର କୋଲଲାମ ଜିଲ୍ଲା ରେ ଅବସ୍ଥିତ ଏକ ସହର । କୋଲଲାମ ର ଦକ୍ଷିଣଅପଶ୍ଚିମ ଟାଟା ବର୍ତୀଅଞ୍ଚଳ ରେ ଏହା ଅବସ୍ଥିତ ।ପୋଝିକାରା କେରାଲା ର ଆରବ ସାଗର ଉପକୂଳ ରେ ଥିବା ଏକ ଏଇତିହ ସ୍ଥାନ । ଏହି ସ୍ଥାନ ଏହାରପ୍ରକୃତିକ ସୋଭା ପାଇଁ ବିଖ୍ୟାତ । ଅନେକ ବିଦେଶୀ ପର୍ଯ୍ୟଟକ ଏଠାକୁ ପ୍ରକୃତି ର ଶାନ୍ତ ଓ ବିରଳ ସୁନ୍ଦରତା ଉପଭୋଗ କରିବାକୁ ଆସନ୍ତି ।
ଇତିହାସ
ପରାଭୂର ଓ କୋଲଲାମ ସହର ପାଇଁ କୋଝିଭୁର ମହତ୍ବପୂର୍ଣ ଭୂମିକା ନେଇଥାଏ । ଏହା ବୈଦେଶିକ ବାଣିଜ୍ୟ ପାଇଁ ଏକ ଉପଯୁକ୍ତ ସ୍ଥଳ । 12 ଶ ଶତାବ୍ଦୀ ର ଏକ ଦଲିଲ ରୁ ଜଣାପଡେ ଯେ ସେ ସମୟ ରେ ମଧ୍ୟ ପୋଝିଖାର ଶିବଖେତ୍ରମ ର ସୁନାମ ଥିଲା । ଏଠାରୁ ମିଳିଥିବା " ଶିଳା ଫାଳକାମ " ରୁ ସେ ସମୟ ବିଷରେ ବହୁତ କିଛି ପ୍ରମାଣ ମିଳେ । [୧]
ପୋଝିକାରା ପରାଭୂର ର ମୁଖ୍ୟାଳୟ ଥିଲା ଓ ସେଠାରେ ଦୁର୍ଗ ଥାନା , ପୋସ୍ତ ଅଫଫିସ ର ଭଗ୍ନାବଶେଷ ଅଦ୍ୟାବଧି ରହିଛି । [୨]
ଯାତାୟାତ
କୋଲଲାମ ସହର ରୁ ଏହା 14 କିଲୋମିଟର ଓ ରାସ୍ତା ଦ୍ଵାରା ଏହା ସୁସଞ୍ଜୁକ୍ତ । କୋଲଲାମ -ପରାଭୂର ତଟବର୍ତୀ ରାସ୍ତା ଏହା ନିକଟ ରେ ଯାଇଛି । ପରାଭୂର ଏହାର ନିକଟତମ ରେଳ ଷ୍ଟେସନ । ଥିରୁଭାନ୍ନାଥପୁରମ ଏଠାକାର ନିକଟବର୍ତୀ ବିମାନ ବନ୍ଦର ।