ପୋଝିକାରା
Pozhikkara
പൊഴിക്കര Pozhikara | |
|---|---|
Neighbourhood | |
Pozhikara regulator bridge | |
| Country | |
| State | Kerala |
| District | Kollam |
| Civic body | Paravur Municipality |
| Languages | |
| Time zone | UTC+5:30 (IST) |
| PIN | 691301 |
| Telephone code | 0474 |
| ଯାନବାହାନ ପଞ୍ଚୀକରଣ | KL-02 |
| Nearest city | Kollam - 14 km |
| Nearest town | Paravur - 2 km |
| Website | www www |
ପୋଝିକାରା (ମାଲୟାଲମ: പൊഴിക്കര) ଭାରତୀୟ ରାଜ୍ୟ କେରଲର କୋଲଲାମ ଜିଲ୍ଲାରେ ଅବସ୍ଥିତ ଏକ ସହର । କୋଲଲାମର ଦକ୍ଷିଣଅପଶ୍ଚିମ ଟାଟା ବର୍ତୀଅଞ୍ଚଳରେ ଏହା ଅବସ୍ଥିତ ।ପୋଝିକାରା କେରାଲାର ଆରବ ସାଗର ଉପକୂଳରେ ଥିବା ଏକ ଏଇତିହ ସ୍ଥାନ । ଏହି ସ୍ଥାନ ଏହାରପ୍ରକୃତିକ ସୋଭା ପାଇଁ ବିଖ୍ୟାତ । ଅନେକ ବିଦେଶୀ ପର୍ଯ୍ୟଟକ ଏଠାକୁ ପ୍ରକୃତିର ଶାନ୍ତ ଓ ବିରଳ ସୁନ୍ଦରତା ଉପଭୋଗ କରିବାକୁ ଆସନ୍ତି ।
ଇତିହାସ
[ସମ୍ପାଦନା]ପରାଭୂର ଓ କୋଲଲାମ ସହର ପାଇଁ କୋଝିଭୁର ମହତ୍ୱପୂର୍ଣ ଭୂମିକା ନେଇଥାଏ । ଏହା ବୈଦେଶିକ ବାଣିଜ୍ୟ ପାଇଁ ଏକ ଉପଯୁକ୍ତ ସ୍ଥଳ । 12 ଶ ଶତାବ୍ଦୀର ଏକ ଦଲିଲରୁ ଜଣାପଡେ ଯେ ସେ ସମୟରେ ମଧ୍ୟ ପୋଝିଖାର ଶିବଖେତ୍ରମର ସୁନାମ ଥିଲା । ଏଠାରୁ ମିଳିଥିବା " ଶିଳା ଫାଳକାମ "ରୁ ସେ ସମୟ ବିଷରେ ବହୁତ କିଛି ପ୍ରମାଣ ମିଳେ । [୧]
ପୋଝିକାରା ପରାଭୂରର ମୁଖ୍ୟାଳୟ ଥିଲା ଓ ସେଠାରେ ଦୁର୍ଗ ଥାନା , ପୋସ୍ତ ଅଫଫିସର ଭଗ୍ନାବଶେଷ ଅଦ୍ୟାବଧି ରହିଛି । [୨]
ଯାତାୟତ
[ସମ୍ପାଦନା]କୋଲଲାମ ସହରରୁ ଏହା 14 କିଲୋମିଟର ଓ ରାସ୍ତାଦ୍ୱାରା ଏହା ସୁସଞ୍ଜୁକ୍ତ । କୋଲଲାମ -ପରାଭୂର ତଟବର୍ତୀ ରାସ୍ତା ଏହା ନିକଟରେ ଯାଇଛି । ପରାଭୂର ଏହାର ନିକଟତମ ରେଳ ଷ୍ଟେସନ । ଥିରୁଭାନ୍ନାଥପୁରମ ଏଠାକାର ନିକଟବର୍ତୀ ବିମାନ ବନ୍ଦର ।
ପୁନଶ୍ଚ ଦେଖଣା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Historic Paravur
- ↑ "History of Paravur". Archived from the original on 2017-10-10. Retrieved 2017-01-02.