Jump to content

ଦେବଦୂର୍ଗା

ଉଇକିପିଡ଼ିଆ‌ରୁ
୨୩:୨୮, ୨୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Devadurga, India") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Devadurga, India
ದೇವದುರ್ಗ
city
CountryIndia
StateKarnataka
DistrictRaichur
Lok Sabha ConstituencyRaichur
Area
 • ସମୁଦାୟ7.43 km2 (2.87 sq mi)
Elevation
398 m (1,306 ft)
Population
 (2001)
 • Total୨୧,୯୯୪
 • Density2,960.16/km2 (7,666.8/sq mi)
Languages
Time zoneUTC+5:30 (IST)
PIN
584 111
Telephone code08531
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA 36
Websitewww.devadurgatown.gov.in

ଦେବଦୂର୍ଗା  ଭାରତୀୟ ରାଜ୍ୟ କର୍ଣାତକ ରାଜ୍ୟ ର  ଏକ ସହର ଓ ତାଲୁକ । ଏହା ରାୟଚୂର ଜିଲ୍ଲା ରେ ଅବସ୍ଥିତ । 

ଜନ ଆବାଦୀ 

2001 ଜନଗଣନା ଅନୁସାରେ []ଏଠାରେ ଜନସଂଖ୍ୟା 21,992 ଥିଲା । ଶେଠୀ ମଧ୍ୟ ରୁ ପୁରୁଷ ସଂଖ୍ୟା 51 % ହେଇଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷ ରୁ କମ ଆବାଦୀ 17 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 43 % ରହିଥିଲା , ଯାହା ଜାତୀୟ ହାର ଓ ମହାରାଷ୍ଟ୍ର ର ହାର ଠାରୁ ଯଥେଷ୍ଟ କମ ଥିଲା । 

ପର୍ଯ୍ୟଟନ 

  • ଦେବଦୂର୍ଗା ଠାରେ 500 ବର୍ଷ ପୁରାତନ ବଓବାବ ବୃକ୍ଷ []ରହିଛି । ଭାରତ ରେ ଏହି ଜାତୀୟ ବୃକ୍ଷ ବିରଳ । ହାଭେରୀ ଜିଲ୍ଲା ର ସଭାନୁର ଠାରେ ଅନନ୍ୟ ସେପରି ବୃକ୍ଷ ଥିବାର ଜଣାଯାଏ ।  

ଯାତାୟାତ 

ବାଙ୍ଗାଲୋର , ହୁବଲି ଆଦି ମୁଖ୍ୟ ସହର କୁ ସଂଯୋଗ ଦଉଥିବା ଏକ ରାଜପଥ ବର୍ତମାନ ନିର୍ମାଣାଧୀନ । ଏହି ସ୍ଥାନ ରୁ ନିକଟତମ ବିମାନ ବନ୍ଦର ହାଇଦରାବାଦ । 

ପୁନଶ୍ଚ ଦେଖଣା 

  • Maski
  • Mudgal
  • Hatti Gold Mines
  • Jaladurga
  • Raichur
  • j j mata jalahalli
  • Devatagal

ଆଧାର ସମୂହ 

  1. {{cite web}}: Empty citation (help)
  2. http://www.mysticaltrails.com/baobab-tree500-years-devadurga/