ଦେବଦୂର୍ଗା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Devadurga, India
ದೇವದುರ್ಗ
city
CountryIndia
StateKarnataka
DistrictRaichur
Lok Sabha ConstituencyRaichur
Area
 • ସମୁଦାୟ7.43 km2 (2.87 sq mi)
Elevation
398 m (1,306 ft)
Population
 (2001)
 • Total୨୧,୯୯୪
 • Density2,960.16/km2 (7,666.8/sq mi)
Languages
Time zoneUTC+5:30 (IST)
PIN
584 111
Telephone code08531
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA 36
Websitewww.devadurgatown.gov.in

ଦେବଦୂର୍ଗା  ଭାରତୀୟ ରାଜ୍ୟ କର୍ଣ୍ଣାଟକ ରାଜ୍ୟର  ଏକ ସହର ଓ ତାଲୁକ । ଏହା ରାୟଚୂର ଜିଲ୍ଲାରେ ଅବସ୍ଥିତ । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା ଅନୁସାରେ [୧]ଏଠାରେ ଜନସଂଖ୍ୟା 21,992 ଥିଲା । ଶେଠୀ ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 17 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 43 % ରହିଥିଲା , ଯାହା ଜାତୀୟ ହାର ଓ ମହାରାଷ୍ଟ୍ରର ହାରଠାରୁ ଯଥେଷ୍ଟ କମ ଥିଲା । 

ପର୍ଯ୍ୟଟନ [ସମ୍ପାଦନା]

  • ଦେବଦୂର୍ଗାଠାରେ 500 ବର୍ଷ ପୁରାତନ ବଓବାବ ବୃକ୍ଷ [୨]ରହିଛି । ଭାରତରେ ଏହି ଜାତୀୟ ବୃକ୍ଷ ବିରଳ । ହାଭେରୀ ଜିଲ୍ଲାର ସଭାନୁରଠାରେ ଅନନ୍ୟ ସେପରି ବୃକ୍ଷ ଥିବାର ଜଣାଯାଏ ।  

ଯାତାୟତ [ସମ୍ପାଦନା]

ବାଙ୍ଗାଲୋର , ହୁବଲି ଆଦି ମୁଖ୍ୟ ସହରକୁ ସଂଯୋଗ ଦଉଥିବା ଏକ ରାଜପଥ ବର୍ତ୍ତମାନ ନିର୍ମାଣାଧୀନ । ଏହି ସ୍ଥାନରୁ ନିକଟତମ ବିମାନ ବନ୍ଦର ହାଇଦରାବାଦ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Maski
  • Mudgal
  • Hatti Gold Mines
  • Jaladurga
  • Raichur
  • j j mata jalahalli
  • Devatagal

ଆଧାର [ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  2. "ଆର୍କାଇଭ୍ କପି". Archived from the original on 2014-01-29. Retrieved 2016-12-29. {{cite web}}: Cite has empty unknown parameter: |1= (help)