ଦେବଦୂର୍ଗା
ଦେଖଣା
Devadurga, India
ದೇವದುರ್ಗ | |
|---|---|
city | |
| Country | India |
| State | Karnataka |
| District | Raichur |
| Lok Sabha Constituency | Raichur |
| Area | |
| • ସମୁଦାୟ | 7.43 km2 (2.87 sq mi) |
| Elevation | 398 m (1,306 ft) |
| Population (2001) | |
| • Total | ୨୧,୯୯୪ |
| • Density | 2,960.16/km2 (7,666.8/sq mi) |
| Languages | |
| Time zone | UTC+5:30 (IST) |
| PIN | 584 111 |
| Telephone code | 08531 |
| ISO 3166 code | IN-KA |
| ଯାନବାହାନ ପଞ୍ଚୀକରଣ | KA 36 |
| Website | www |
ଦେବଦୂର୍ଗା ଭାରତୀୟ ରାଜ୍ୟ କର୍ଣ୍ଣାଟକ ରାଜ୍ୟର ଏକ ସହର ଓ ତାଲୁକ । ଏହା ରାୟଚୂର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ [୧]ଏଠାରେ ଜନସଂଖ୍ୟା 21,992 ଥିଲା । ଶେଠୀ ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 17 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 43 % ରହିଥିଲା , ଯାହା ଜାତୀୟ ହାର ଓ ମହାରାଷ୍ଟ୍ରର ହାରଠାରୁ ଯଥେଷ୍ଟ କମ ଥିଲା ।
ପର୍ଯ୍ୟଟନ
[ସମ୍ପାଦନା]- ଦେବଦୂର୍ଗାଠାରେ 500 ବର୍ଷ ପୁରାତନ ବଓବାବ ବୃକ୍ଷ [୨]ରହିଛି । ଭାରତରେ ଏହି ଜାତୀୟ ବୃକ୍ଷ ବିରଳ । ହାଭେରୀ ଜିଲ୍ଲାର ସଭାନୁରଠାରେ ଅନନ୍ୟ ସେପରି ବୃକ୍ଷ ଥିବାର ଜଣାଯାଏ ।
ଯାତାୟତ
[ସମ୍ପାଦନା]ବାଙ୍ଗାଲୋର , ହୁବଲି ଆଦି ମୁଖ୍ୟ ସହରକୁ ସଂଯୋଗ ଦଉଥିବା ଏକ ରାଜପଥ ବର୍ତ୍ତମାନ ନିର୍ମାଣାଧୀନ । ଏହି ସ୍ଥାନରୁ ନିକଟତମ ବିମାନ ବନ୍ଦର ହାଇଦରାବାଦ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Maski
- Mudgal
- Hatti Gold Mines
- Jaladurga
- Raichur
- j j mata jalahalli
- Devatagal
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "ଆର୍କାଇଭ୍ କପି". Archived from the original on 2014-01-29. Retrieved 2016-12-29.
{{cite web}}: Cite has empty unknown parameter:|1=(help)