ଦେବଦୂର୍ଗା
Appearance
Devadurga, India
ದೇವದುರ್ಗ | |
---|---|
city | |
Country | India |
State | Karnataka |
District | Raichur |
Lok Sabha Constituency | Raichur |
Area | |
• ସମୁଦାୟ | 7.43 km2 (2.87 sq mi) |
Elevation | 398 m (1,306 ft) |
Population (2001) | |
• Total | ୨୧,୯୯୪ |
• Density | 2,960.16/km2 (7,666.8/sq mi) |
Languages | |
Time zone | UTC+5:30 (IST) |
PIN | 584 111 |
Telephone code | 08531 |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA 36 |
Website | www |
ଦେବଦୂର୍ଗା ଭାରତୀୟ ରାଜ୍ୟ କର୍ଣ୍ଣାଟକ ରାଜ୍ୟର ଏକ ସହର ଓ ତାଲୁକ । ଏହା ରାୟଚୂର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ [୧]ଏଠାରେ ଜନସଂଖ୍ୟା 21,992 ଥିଲା । ଶେଠୀ ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 17 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 43 % ରହିଥିଲା , ଯାହା ଜାତୀୟ ହାର ଓ ମହାରାଷ୍ଟ୍ରର ହାରଠାରୁ ଯଥେଷ୍ଟ କମ ଥିଲା ।
ପର୍ଯ୍ୟଟନ
[ସମ୍ପାଦନା]- ଦେବଦୂର୍ଗାଠାରେ 500 ବର୍ଷ ପୁରାତନ ବଓବାବ ବୃକ୍ଷ [୨]ରହିଛି । ଭାରତରେ ଏହି ଜାତୀୟ ବୃକ୍ଷ ବିରଳ । ହାଭେରୀ ଜିଲ୍ଲାର ସଭାନୁରଠାରେ ଅନନ୍ୟ ସେପରି ବୃକ୍ଷ ଥିବାର ଜଣାଯାଏ ।
ଯାତାୟତ
[ସମ୍ପାଦନା]ବାଙ୍ଗାଲୋର , ହୁବଲି ଆଦି ମୁଖ୍ୟ ସହରକୁ ସଂଯୋଗ ଦଉଥିବା ଏକ ରାଜପଥ ବର୍ତ୍ତମାନ ନିର୍ମାଣାଧୀନ । ଏହି ସ୍ଥାନରୁ ନିକଟତମ ବିମାନ ବନ୍ଦର ହାଇଦରାବାଦ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Maski
- Mudgal
- Hatti Gold Mines
- Jaladurga
- Raichur
- j j mata jalahalli
- Devatagal
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "ଆର୍କାଇଭ୍ କପି". Archived from the original on 2014-01-29. Retrieved 2016-12-29.
{{cite web}}
: Cite has empty unknown parameter:|1=
(help)